ଅଲାରନାଥ ଅଞ୍ଚଳ ବୁଲି ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ ଏବଂ ଏସ୍ପି ।

ଅଣସର ପର୍ବ ପୂର୍ବରୁ ଅଲାରନାଥ ମନ୍ଦିରରେ ପ୍ରସ୍ତୁତି ସମୀକ୍ଷା କରିଥିଲେ କଲେକ୍ଟର ପୁରୀ ଏବଂ ଏସପି ପୁରୀ। ସମସ୍ତ ଭକ୍ତଙ୍କ ପାଇଁ ନିରାପଦ, ସୁଗମ ଏବଂ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ଦର୍ଶନ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ପୁରୀ ଜିଲ୍ଲାପାଳ ଏବଂ ଏସ୍ପି ସମସ୍ତଅଞ୍ଚଳ ପରିଦର୍ଶନ କରିଥିଲେ।ଡ଼ଃମନୋଜ କୁମାର ବଳିଆରସିଂ, ପୁରୀ।

You might also like