ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

-ବଦଳିଲେ ଭୁବନେଶ୍ଵର ଓ କଟକ ଡିସିପି
-କଟକ ଡିସିପି ହେଲେ ଖିଲାରୀ ରିଷିକେଶ କଟକ ଡିସିପି
-ଏସ. ଏମ. ନରୱାଣେ ହେଲେ OHRC ସ୍ଵତନ୍ତ୍ର ଡିଜି
-ଜଗମୋହନ ମୀନା ଭୁବନେଶ୍ଵର ଡିସିପି
-ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ଵ
-ନରସିଂହ ଭୋଳ ଅତିରିକ୍ତ ପୋଲିସ କମିଶନର
-ଜୟନାରାୟଣ ପଙ୍କଜ IGP ଇଣ୍ଟେଲିଜେନ୍ସ
-ବିବେକାନନ୍ଦ ଶର୍ମା ରେଲୱେ ଏସପି
-ବି ଗଙ୍ଗାଧରଙ୍କୁ ଡିଆଇଜି ସିଆଇଡି ସିବି
-ଚରଣ ସିଂ ମୀନା ଡିଆଇଜି ପ୍ରୋଭିଜନିଂ
-ଦୀପକ କୁମାର ଆଇଜିପି ଅପରେସନ
-ନିତି ଶେଖର ଦକ୍ଷିଣାଞ୍ଚଳ ଆଇଜି
-ଅଖିଳେଶ୍ଵର ସିଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି
-ଉମାଶଙ୍କର ଦାଶ, ଡିଆଇଜି, ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ

You might also like