ଆଜି ଭଦ୍ରକରେ ଜିଲ୍ଲା କଂଗ୍ରେସ କର୍ମୀ ସମ୍ମିଳନୀରେ AICC
ଆଜି ଭଦ୍ରକରେ ଜିଲ୍ଲା କଂଗ୍ରେସ କର୍ମୀ ସମ୍ମିଳନୀରେ AICC ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଜୀ ଏବଂ ବାସୁଦେବପୁର କଂଗ୍ରେସ ବିଧାୟକ ଶ୍ରୀ ଅଶୋକ କୁମାର ଦାସ ଜୀଙ୍କ ସହିତ ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଯୋଗ ଦେବା ଅବସରରେ। ଭଦ୍ରକର ପ୍ରତ୍ୟେକ ବ୍ଲକରେ ସଂଗଠନକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧ କଂଗ୍ରେସ।
