କାମାକ୍ଷାନଗର SDPOଙ୍କ ହୃଦ୍‌ଘାତରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର SDPO ଜ୍ଞାନରଞ୍ଜନ ମିଶ୍ରଙ୍କ ୫୪ ବର୍ଷରେ ଦେହାନ୍ତ । ଭିଜିଲାନ୍ସ ବିଭାଗରୁ ଆସି SDPO ଭାବେ ଦେଇଥିଲେ ଯୋଗ। ପରିବାର ଲୋକଙ୍କ ସହ ମନ୍ଦିର ସିଡି ଚଢିବା ବେଳେ ହୃଦଘାତ। ଜାମ୍ମୁ କାଶ୍ମୀରରେ ବୈଷ୍ଣବ ଦେବୀ ମନ୍ଦିରକୁ ଯିବା ବେଳେ ମୃତ୍ୟୁ।

You might also like