କ୍ୟାଟ୍ରିନା ଆଖି ପାଇଁ ବ୍ୟବହାର କରୁଛନ୍ତି ସ୍ୱତନ୍ତ୍ର ମାସ୍କ -ଦାମ ୬,୯୯୦ ଟଙ୍କା 

 ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ସେ ବ୍ୟବହାର କରୁଥିବା ଦାମୀ ଆଖି ମାସ୍କ ବିଷୟରେ କହିଥିଲେ। ଏଇ ଆଖି ପ୍ୟାକ୍ ବିଷୟରେ ତାଙ୍କ ସାଙ୍ଗ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଥିବା କ୍ୟାଟ୍ରିନା ଜଣାଇଛନ୍ତି।ଆଖି ମାସ୍କର ଦାମ୍ ୬,୯୯୦ ଟଙ୍କା ଓ ମାତ୍ର ଥରେ ବ୍ୟବହାର କରିବା ପରେ ତାକୁ ଫିଙ୍ଗିବାକୁ ପଡ଼େ। ଅତି ମହଙ୍ଗା ମାସ୍କ କିନ୍ତୁ ତା’ କରାମତି ବି କିଛି କମ୍ ନୁହେଁ। ମାସ୍କଟି ଆଖି ତଳ କଳାଦାଗ ଦୂର କରିବା ସହ ଆଖିକୁ ଥଣ୍ଡା ରଖେ।

You might also like