ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ରେ କଂଗ୍ରେସ ଓ ବିଜେଡି କୁ ଛାଡି 300 ରୁ ଉର୍ଦ୍ଧ କର୍ମୀ ପଦ୍ମ ଧରିଲେ
କଳାହାଣ୍ଡି ଭାରତୀୟ ଜନତା ପାର୍ଟି ରେ ମହା ମିଶ୍ରଣ ପର୍ବ ଭବାନୀପାଟଣା ଟାଉନ୍ ହଲ୍ ଠାରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ର ପାଞ୍ଚ ଗୋଟି ନିର୍ବାଚନ ମଣ୍ଡଳୀ ରୁ ୩୦୦ ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ ସମର୍ଥିତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା, ୱାର୍ଡ ମେମ୍ବର, ଙ୍କ ସହ ସାମାଜିକ ସଙ୍ଗଠନ , ଯୁବ ସଂଗଠନ , ବ୍ୟବସାୟୀ , ଅବସରପ୍ରାପ୍ତ ଶିକ୍ଷକ ଓ ମହିଳା ଶକ୍ତି , ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜି ଙ୍କ ଜନହିତ କାର୍ଯ୍ୟ ଶୈଳୀ ତଥା ଭାଜପା ର ସାଂଗଠନିକ ବିଚାର ରେ ଅନୁପ୍ରାଣିତ ହୋଇ ଜୁନାଗଡ ନିର୍ବାଚନ ମଣ୍ଡଳୀ ର ସରପଞ୍ଚ ଧନୁର୍ଜୟ ସାହୁ,ସୁଚିଶ୍ମିତା ବେହେରା ସମିତି ସଭ୍ୟା,ଅରବିନ୍ଦ ଗହିର ସରପଞ୍ଚ ଗଜବହାଲ ,ସ୍ୱରଣଲତା ସାହୁ ସରପଞ୍ଚ କର୍ଲାମୁଣ୍ଡା,ସୁବାସ ସାହୁ ସରପଞ୍ଚ ବୋର୍ ପଦର୍,ଗୋଲାପ ସାହୁ ସମିତି ସଭ୍ୟ ,ସର୍ଗୁଲ ମାଲ ପଡା ମଣି ବାଗ ମାଝୀ ଗୁଡା ସରପଞ୍ଚ ,ରୁପେନ୍ଦ୍ର ଛାତ୍ରୀୟା ସମିତି ସଭ୍ୟ,କମଳା ପାତ୍ର ଚେୟାରମେନ ଲାଞ୍ଜିଗଡ଼ ,ଯୋଷବନ୍ତି ମାଝୀ ସମିତି ସଭ୍ୟ ,କାନ୍ତି ମାଝୀ ନାଏବ ସରପଞ୍ଚ ,ମୁକ୍ତ ଭୋଇ ସମିତି ସଭ୍ୟ ,ବେଣୁଧର ବାଗ ସମିତି ସଭ୍ୟ
ଉଗ୍ରସେନ ଛତର ନାଏବ ସରପଞ୍ଚ ,ତପନ ମାଝୀ ସରପଞ୍ଚ ଗୋବର୍ଦ୍ଧନ ପୂର୍

ସନ୍ନ୍ୟାସୀ ମାଝୀ ସମିତି ସଭ୍ୟ ଙ୍କ ସମତେ
୩୦୦ ରୁ ଉର୍ଦ୍ଧ ୱାର୍ଡ ମେମ୍ବର ଓ ସୋସିଆଲ ୱାର୍କର ବିଧିବଦ୍ଧ ଭାବେ ଭାଜପା ରେ ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ରଜ୍ୟାଉପସଭାପତି ଶିବାଜି ମହାନ୍ତି ,କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା , ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋନୋଜ ମେହେର , ରମେଶ ମାଝୀ , ଅନିରୁଦ୍ଧ ପ୍ରଧାନ ,ପୂର୍ବତନ ବିଧାୟକ ଅନାମ ନାଏକ ଙ୍କ ସହ ଅନ୍ୟ ବରିଷ୍ଟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ, ମିଶ୍ରଣ ପର୍ବ ର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ମିଡିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା
ମଞ୍ଚ ପରିଚାଳନା କରିଥିଲେ ଅନ୍ୟତମ ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଓ ସତ୍ୟ ରଞ୍ଜନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ I
