‘ଜୟ ଦୁର୍ଗେ-ଦୁର୍ଗତି ନାସିନୀ’ ନାମକ ଏକ ଓଡିଆ ଭକ୍ତି ଗୀତ।

ଦେବୀ ଦୁର୍ଗାକୁ ସମର୍ପିତ କରାଯାଇ ପ୍ରସ୍ତୁତ ‘ଜୟ ଦୁର୍ଗା ଦୁର୍ଗତୀ ନାସିନୀ’ ଭକ୍ତି ଗୀତକୁ ପ୍ରସିଦ୍ଧ ରାଗ ଦର୍ଶନରେ ପ୍ରସ୍ତୁତ କରାଯାଇଛି। କଣ୍ଠଶିଳ୍ପୀ ଅର୍ଚ୍ଚନା ପଟ୍ଟନାୟକ ଏହି ଗୀତକୁ ମା ଦୁର୍ଗାଙ୍କୁ ସମର୍ପିତ କରିଛନ୍ତି। ଚିନ୍ମୟୀ ମହାନ୍ତିଙ୍କ ଦ୍ଵାରା ଲିଖିତି ଓ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଦ୍ଵାରା ପ୍ରଯୋଜିତ ଏହି ଓଡ଼ିଆ ଭଜନରେ ଦେବୀଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି।

You might also like