ପୁରୀର ସାମାଜିକ କର୍ମୀ ଙ୍କୁ ଡକ୍ଟରେଟ ସମ୍ମାନ।

ପୁରୀର ସାମାଜିକ କର୍ମୀ ଙ୍କୁ ଡକ୍ଟରେଟ ସମ୍ମାନ।ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ୱାର୍ଲଡ଼ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ପୁରୀ ର ସାମାଜିକ କର୍ମୀ ମନୋଜ କୁମାର ବଳୀୟାରସିଂ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଡକ୍ଟରେଟ ସମ୍ମାନ ରେ ସମ୍ମାନୀତ କରାଗଲା ।

You might also like