ପୁରୀ ପୋଲିସ କୁ ବଡ଼ ସଫଳତା।


ଆଜି ତା ୬.୬.୨୫ରିଖ ସମୁଦ୍ରକୁଳ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା। ରମେଶ ପରିଡା,ବାବୁ ଦାସ,ଗୁଡୁ ପଣ୍ଡା,ହରିଚନ୍ଦନ ଦାସ, ପତିତ ବେହେରା ଏବଂ ଚିତ୍ତରଞ୍ଜନ ପୁରୋହିତ।ପୁରୀ ସମୁଦ୍ର କୁଳ ଥାନା ଅଞ୍ଚଳରେ ଥିବା ପୁରୁଣା ଡିଏଜି ଅଫିସ ନିକଟରେ ବନ୍ଧୁକ ଦ୍ୱାରା ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ସମୟରେ ଗିରଫ ହୋଇଛନ୍ତି। ପୁରୀ ଏସ୍ପି ଙ୍କ ନିର୍ଦେଶ ଅନୁସାରେ ଗଠିତ ହୋଇ ଥିବା ସ୍ୱତନ୍ତ୍ର ଟିମ କୁ ମିଳିଛି ବଡ଼ ସଫଳତା।ସ୍ୱତନ୍ତ୍ର ଟିମ ଦ୍ୱାରା ୬ଟି ବନ୍ଧୁକ ୨୦ଟି ଅଫୁଟା ଗୁଳି,ମୋବାଇଲ ଏବଂ ନଗଦ ୨୧୦୦ଟଙ୍କା ଜବତ କରାଯାଇଛି। ସମସ୍ତ ଅପରାଧୀ ଙ୍କ ନାମରେ ପୁରୀର ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ମାମଲା ଅଛି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ

You might also like