ପୁରୀ ବଳିଆପଣ୍ଡା ତ୍ରିନାଥ ନଗର ବସ୍ତି ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ନୋଟିସ।

ପୁରୀ ବଳିଆପଣ୍ଡା ଅନ୍ତର୍ଗତ ତ୍ରିନାଥ ନଗର ବସ୍ତିକୁ ପୁରୀ ପ୍ରଶାସନ ବସ୍ତି ଉଛେଦ ପାଇଁ ନୋଟିସ ଦେଇଛନ୍ତି।ଏହି ବସ୍ତି ରେ ୪୦ପରିବାର ର ପ୍ରାୟ୨୦୦ଲୋକ ବସବାସ କରନ୍ତି ।ବସ୍ତି ବାସିନ୍ଦା ମାନେ ନୋଟିସ ପାଇବା ପରେ ସମସ୍ତେ ରାସ୍ତାକୁ ଉଠିଆସି ଆତ୍ମାହୁତି ର ଧମକଦେବା ସହିତ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରୁଛନ୍ତି କି ଏହି ସ୍ଥାନରୁ ବସ୍ତି ଉଛେଦ ନକରିବା ପାଇଁ।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like