ଫ୍ରେଣ୍ଡସ ୟୁଥ କ୍ଲବ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ l

ଆଜି ବିଶ୍ୱ ପଖାଳ ଦିବସ ଅବସରରେ ଫ୍ରେଣ୍ଡସ୍ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ପିତା ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନ୍ତେଇ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ କୁମାର ସେଠୀ ଏବଂ ସମ୍ମାନୀତ ଅତିଥି ଭାବେ ପୋତାରି ଦୟାନିଧି ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଇନଜୀବୀ ଶ୍ରୀଯୁକ୍ତ ଦୟାନିଧି ପଟ୍ଟନାୟକ ଓ ପାରାଦୀପ ଇଫକୋ ର କର୍ମଚାରୀ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଯୋଗଦେଇଥିଲେ ସଭାପତିତ୍ବ କରିଥିଲେ l ୨୬ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ମଲ୍ଲିକ ଏବଂ ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିଲେ ସର୍ବେଶ୍ଵର ଦାସ । ବିଚିତ୍ରନନ୍ଦ ମଲ୍ଲିକ, ସଂଗ୍ରାମ ମଲ୍ଲିକ, ହେମନ୍ତ ଦାସ ସମ୍ବିତ ମଲ୍ଲିକ ,ଭରତ ଦାସ, ସୂର୍ଯ୍ୟକାନ୍ତ ନାଥ, କୁନ୍ ମୁନ୍ ପଟ୍ଟନାୟକ, କେଦାର ଦାସ, ସୌମ୍ୟରଞ୍ଜନ ମଲ୍ଲିକ, ପ୍ରମୁଖ ସହୋଜୋଗ କରିଥିଲେ । 200 ରୁ ଉର୍ଦ୍ଧ ଲୋକଙ୍କ ପାଇଁ ପଖାଳ ଓ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବ୍ୟବସ୍ଥା କରିଥିଲେ କ୍ଲବ ମେମ୍ବର ମାନେ l

କେନ୍ଦ୍ରାପଡ଼ା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ hr tv ଓଡ଼ିଆ

You might also like