ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା; ବିଦ୍ୟାଳୟ ଓ କଲେଜ ସିଲାବସରେ ସାମିଲ ହେବ
ଏହି ରାଜ୍ୟ ସଙ୍ଗୀତ ଗାନ କରାଯିବା ସମୟରେ ଏହା ପ୍ରତି ସମ୍ମାନ ଦେଖାଇ ସେହି ସ୍ଥାନରେ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିଆହୋଇ ରହିବେ ବୋଲି ସରକାର ନିୟମ ଜାରି କରିଛନ୍ତି ।

Leave a comment