ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର

ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ୨୦୨୫ ମସିହାର ରଥଯାତ୍ରା ସମ୍ପର୍କରେ ସମୀକ୍ଷା ବୈଠକ, ଗୃହ ନିର୍ମାଣ ବିଭାଗ ଅତିରିକ୍ତ ସଚିବ ଶ୍ରୀ ବିନୟ କୁମାର ଦାଶ, ପୁରୀ କଲେକ୍ଟର ତଥା ପ୍ରଶାସକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଯାଇଛି।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like