ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପକ୍ଷରୁ ନାସନଲ ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ।
ଆସନ୍ତା ମେ ମାସ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ନାସନଲ ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ନେଇ କୋଣାର୍କ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ଦେଶରୁ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଭାଗି ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଦେଶ ସମୃଦ୍ଧ ପାଇଁ କାର୍ଯ୍ୟ କରିବେ।

ବିକଶିତ ଭାରତ ଲକ୍ଷ ନେଇ ତୃଣ ମୂଳ ସ୍ତରରୁ ଯୁବ ସଂଗଠକ ମାନଙ୍କୁ ତିଆରି କରି ସେମାନଙ୍କୁ ଦକ୍ଷତା ପ୍ରଦାନ କରାଇବା ଏହି ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ମୂଖ୍ୟ ଉଦେଶ୍ୟ ବୋଲି ଆୟୋଜକର ଅଦକ୍ଷ ଶଗ୍ରାମ କିଶୋରସାମନ୍ତରାୟ ଓ ଚେୟାରମ୍ୟାନ ସତ୍ୟପ୍ରକାଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୫ ଦିନଧରି ଚାଲିବା ବେଳେ ଯୁବପଡିମାନେ କିପରି ନିଜକୁ ସମ୍ବଲବି କରିବାରିବେ ସେଦିଗକୁ ଫୋକର୍ଶ ଦିଆଯିବ। ପୁରୀରୁ ପ୍ରକାଶ କାଣ୍ଡି

