ରାମଚଣ୍ଡୀ ଥାନା ସମ୍ମୁଖରେ ଛିଡା ହୋଇଥିବା ଟ୍ରାଭେରାକୁ ପିଟିଲା ଯାତ୍ରୀବାହୀ ବସ୍
ରାମଚଣ୍ଡୀ ଥାନା ସମ୍ମୁଖରେ ଛିଡା ହୋଇଥିବା ଟ୍ରାଭେରାକୁ ପିଟିଲା ଯାତ୍ରୀବାହୀ ବସ୍ ।ଅଳ୍ପକେ ବଞ୍ଚିଲେ ନା ବାଳକ, ଘଟଣା ସ୍ଥାନରେ ଦୁଇଜଣ ଗୁରୁତର ଥିବା ବେଳେ କୋଣାର୍କ ମେଡିକାଲରେ ଚିକିତ୍ସା ହେବା ସୂଚନା। ବସ ମଧ୍ୟରୁ ୨୦ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା। ଦୁଇ ଗାଡିକୁ ରାମଚଣ୍ଡୀ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି ରାମଚଣ୍ଡୀ ପୋଲିସ। ନାବାଳକ ଅବସ୍ଥା ଏବେ ଗୁରୁତ୍ୱର ଥିବା ବେଳେ ରାମଚଣ୍ଡୀ ଥାନା ଅଧିକାରୀ ତଦନ୍ତ ଚଳାଇଛନ୍ତି।

