ଶ୍ରୀମଦ ଦେବୀ ଭାଗବତ କଥା ଜ୍ଞାନ ଯଜ୍ଞ।ଧର୍ମ,ଅର୍ଥ, କାମ,

ଶ୍ରୀମଦ ଦେବୀ ଭାଗବତ କଥା ଜ୍ଞାନ ଯଜ୍ଞ।ଧର୍ମ,ଅର୍ଥ, କାମ, ମୋକ୍ଷ ଚାରି ପୁରୁଷାର୍ଥକୁ ପ୍ରାପ୍ତ କରିବାକୁ ହେଲେ ଅଠର ପୁରାଣରେ ଶ୍ରୀମଦ୍ ଦେବୀ ଭାଗବତ୍ ଉତ୍ତମ, ମହତ୍ତତମ ଓ ସର୍ବୋତ୍ତମ ସାଧନ ଅଟେ । ଶ୍ରୀ ରାଜରାଜେଶ୍ୱରୀଙ୍କ ପୂଜା ଏବଂ କଥା ଶ୍ରବଣ ଦ୍ୱାରା ଲୌକିକ ଏବଂ ଅହିକ ଉନ୍ନତି ଏବଂ (ନି:ଶ୍ରେୟସ) ଆତ୍ମଶାନ୍ତି ଉଭୟ ପ୍ରାପ୍ତ ହୋଇଥାଏ । ସଂସାର ଯାତ୍ରା ଖୁବ୍ କଠିନ, ସେଥିରୁ ପରିତ୍ରାଣ ପାଇବା ପାଇଁ ମତ୍ୟଭାବର ଉପାସନା ହେଉଛି ସର୍ବଶ୍ରେଷ୍ଠ ଉପାୟ ।ଶ୍ରୀମାତା ଲଳିତାମ୍ବିକା ରାଜରାଜେଶ୍ଵରୀ ତ୍ରିପୁରସୁନ୍ଦରୀ ଅତ୍ୟନ୍ତ ମହତି କୃପା କାରଣରୁ ଜଗନ୍ନାଥ ପୁରୀ ଧାମର ପବିତ୍ର ଭୂମିରେ ଶ୍ରୀମଦ୍ ଦେବୀ ଭାଗବତ୍ କଥା ଜ୍ଞାନ ଯଜ୍ଞ।ଶୁଭ ସଂବତ୍ ୨୦୮୨ ବୈଶାଖ ଶୁକ୍ଳ ଷଷ୍ଠୀ ତା ୦୩.୦୫.୨୦୨୫ ଠାରୁ ଚତୁଦ୍ଦର୍ଶୀ ତା ୧୧.୦୫.୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like