ଆଜି ଭାରତୀୟ ବଜାରରେ ସୁନା ଦର
ଶସ୍ତା ହୋଇଛି ସୁନା । ୬ ଜାନୁଆରୀ ୨୦୨୫ରେ ସୁନାର ଦାମ୍ରେ ବଡ ପରିବର୍ତ୍ତନ ହୋଇଛି ।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୭୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨, ୧୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮, ୭୦୦ ଟଙ୍କା ଥିଲା ।ରୁପା ଦାମ୍ ୧୦୦ ଗ୍ରାମ୍କୁ ୯,୯୦୦ ଟଙ୍କା ରହିଛି ।
