ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ !
ନୂଆ ସରକାର ଆସିବା ପରେ କଲେଜ ନିର୍ବାଚନ ପୁଣି ଆରମ୍ଭ ହେବାକୁ ଯାଉଛି । ତେବେ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଏବର୍ଷ କଲେଜ ନିର୍ବାଚନ କରିବାକୁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ତେଣୁ ଦଶହରା ପୂର୍ବରୁ ପାଠପଢ଼ା ସାରିବାକୁ ପଡିବ। ସେଥିପାଇଁ ଆଗୁଆ ଆବେଦନ ହୋଇଛି । ସେନେଇ ଗ୍ରିନ୍ ସିଗନାଲ୍ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଛାତ୍ରସଂଘ ନିର୍ବାଚନ ଗତ ୬ ବର୍ଷରୁ ଅଧିକ ଦିନ ଧରି ବନ୍ଦ ଥିଲା । ପୂର୍ବରୁ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଲେଜ ନିର୍ବାଚନ ନେଇ ଘୋଷଣା କରିଥିଲେ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।
