SCBରେ ପୂରଣ ହେବ ଡାକ୍ତର ପଦବୀ
ଏସ୍ସିବି ମେଡିକାଲରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଜାରି ରହିଛି ପ୍ରକ୍ରିୟା। ଖୁବ୍ଶୀଘ୍ର ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ। କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିରେ ଭର୍ଚୁଆଲ୍ ମୋଡ୍ରେ ହାଜର ହୋଇ ହାଇକୋର୍ଟଙ୍କୁ ଅବଗତ କରାଇଲେ ସ୍ୱାସ୍ଥ୍ୟ ସଚିବ।
