ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ

ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି । ପ୍ରାୟ ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି । ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ ସହିତ MOU ହୋଇଛି ।ମ୍ୟୁଜିୟମ୍ ଟୁରିଜିମ ବଢ଼ାଇବାକୁ କିଛି ପଲିସି ବଦଳିବା ଦରକାର। ରିସର୍ଟ, ହୋଟେଲ, ଓ୍ୱାଟର ସ୍ପୋର୍ଟ୍ସ, ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗିରିତ୍ୱ ଦିଆଯାଇଛି।
ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାରଙ୍କ ନୂଆ ପଲିସି । ଉତ୍କଷର୍ ଓଡିଶା ସମ୍ମିଳନୀେର ଶୁଭାରମ୍ଭ କେଲ ଉପ-ମୁଖ୍ୟମନ୍ତ୍ରୀ େକଭି ସିଂହେଦଓ । ଏହି ସମୟ ହିଁ ଉପଯୁକ୍ତ ସମୟ ଓଡିଶାେର ନିେବଶ କରିବା ପାଇଁ । ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ ।

You might also like