କଂଗନା ରାନାୱତ ପୋଡିଲେ ରାବଣ l
ବଲିଉଡ କୁଇନ କଂଗନା ରାବଣ ପୋଡ଼ିରେ ଭାଗ ନେବାର ସୁଯୋଗ ପାଇଲେ l ଏବଂ ଭାଙ୍ଗିଲେ 50 ବର୍ଷ ର ରେକର୍ଡ l ଦିଲ୍ଲୀ ର ଲାଲକିଲ୍ଲା ଠାରେ 50 ବର୍ଷ ଧରି ଚାଲିଥିବା ଲବ କୁଶ ରାମଲୀଳା ରେ ଦେଖିବାକୁ ମିଳିଛି ଏଭଳି ବିରଳ ଘଟଣା l କାରଣ ପ୍ରତିବର୍ଷ ପ୍ରଧାନ ମନ୍ତ୍ରୀ କିମ୍ବା ବିଶିଷ୍ଟ ଭିଭି ଆଇ ପି ଙ୍କ ଦ୍ୱାରା ରାବଣ ପୋଡି କରାଯାଏ l କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି l ପ୍ରଧାନ ମନ୍ତ୍ରୀ ଙ୍କ ବଦଳରେ କଂଗନା କରିଛନ୍ତି ରାବଣ ପୋଡି l ଗତ ବିଜୟା ଦଶମୀ ଅବସରରେ ଲବ କୁଶ ରାମଲୀଳା ସଂସଦ ପକ୍ଷରୁ କଂଗନା ଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା l ଏହି ନିମନ୍ତ୍ରଣ ପାଇ ଅତିଥି ରୂପେ ପହଞ୍ଚି ଥିଲେ କଂଗନା l ଏବଂ ତୀର ମାରି ରାବଣ ପୋଡି କରିଥିଲେ l ତେବେ ଜଣେ ମହିଳା ତଥା ପ୍ରଥମ ବଲିଉଡ ଅଭିନେତ୍ରୀ ଭାବେ ରାବଣ ପୋଡି ର ରେକର୍ଡ କଂଗନା ଙ୍କ ନାମରେ ରହିଗଲା ଦର୍ଶକ ବନ୍ଧୁ l କାରଣ 50 ବର୍ଷର ପରମ୍ପରା ଭାଙ୍ଗି ଜଣେ ଅଭିନେତ୍ରୀ ଙ୍କ ଦ୍ୱାରା ଏହି କାର୍ଯ୍ୟ କରାଇବା ଅନେକ ଙ୍କୁ ଆଶ୍ଚର୍ଯ୍ୟ କରିଛି l ତେବେ ସେ ଯାହା ହେଉ ନାରୀ ମାନଙ୍କୁ ଅଗ୍ରାଧିକାର ଭିର୍ତ୍ତିରେ ଅନେକ ମହିଳା ମାନେ ଏଥିରୁ ପ୍ରେରଣା ପାଇବେ ନିଶ୍ଚୟ l ବିଗତ ଦିନରେ ଅନେକ ଥର ନିର୍ଭୟରେ କଂଗନା ଅନେକ ରାଜ ନୈତିକ ବୟାନ ଦେଇ ବେଶ ଚର୍ଚ୍ଚିତ ଥିଲେ l
ଏପରିକି ତାଙ୍କର ଟୁଇଟର ହ୍ୟାଣ୍ଡେଲ କୁ ମଧ୍ୟ ବ୍ଲକ କରିଥିଲା ଟୁଇଟର l ଖାଲି ସେତିକି ନୁହେଁ କଂଗନା ଙ୍କ ମୁମ୍ବାଇ ଘର କୁ ମଧ୍ୟ ଭାଙ୍ଗିଥିଲା ଶିବସେନା ସରକାର l ଏପରି ସ୍ଥଳେ କଂଗନା ଦେଶର ଏଭଳି ଏକ ବଡ଼ ତଥା ଚର୍ଚ୍ଚିତ କାର୍ଯ୍ୟକ୍ରମ ରେ ଯୋଗଦେଇ ରେକର୍ଡ କରିବା ପୁଣି କଂଗନା ଙ୍କ ଗୁରୁତ୍ୱ କୁ ବଢ଼ାଇଛି l ଆମ ଚାନେଲ କୁ ସବସକ୍ରାଇବ ସହ ବେଲ ଆଇକନ କ୍ଲିକ କରିବାକୁ ଅନୁରୋଧ l
