Browsing Category

ଖେଳ

ରେସଲର ଭିନେଶ ଏବଂ ବଜରଙ୍ଗ କଂଗ୍ରେସରେ ଯୋଗ ଦେଇଛନ୍ତି

ରେସଲର ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ବୁଧବାର ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଆସନ୍ତା ମାସ ହରିୟାଣା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣାଯାଉଛି। ରାହୁଲ ଗାନ୍ଧୀଙ୍କୁ ଉଭୟ ଭେଟିଥିବା ଜଣାପଡ଼ିଛି। ରାହୁଲଙ୍କ ସହ ଭେଟଘାଟ ପରେ ଉଭୟ ନିର୍ବାଚନ

ପ୍ୟାରିସ୍ ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ

ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ସେ ପୁରୁଷ ଡିସକସ୍‌ ଥ୍ରୋ ଏଫ୍‌୫୬ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେହିଭଳି ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ

ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ

ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉର୍ଦେଶ୍ୟରେ ଏହି ଦିବସ ପାଳିତ

ପୁଅକୁ ନେଇ ସର୍ବିୟା ଚାଲିଗଲେ ନତାଶା

ଯେଉଁ ଖବର ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରିବୁଲୁଥିଲା ସେକଥା ଏବେ ସତ ହୋଇଛି ।ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ସର୍ବିୟା ନର୍ତ୍ତକୀ ନତାଶା ଷ୍ଟାଙ୍କୋଭିକ୍‌ଙ୍କ ଆନୁଷ୍ଠାନିକ ବିବାହ ବିଚ୍ଛେଦ ଘଟିଛି। ଏହି ଖବରକୁ ଗୁରୁବାର ହାର୍ଦିକ ତାଙ୍କ ସୋସିଆଲ୍

୫୧ ବର୍ଷରେ ପାଦ ଦେଲେ କ୍ରିକେଟ୍‌ କିମ୍ବନ୍ଦନ୍ତୀ ସଚିନ ତେନ୍ଦୁଲକର।

୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର।ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ | ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସଚିନଙ୍କୁ ଶତାବ୍ଦୀର

ହାରି ବ୍ରୁକଙ୍କ ଧମାକାଦାର ଶତକ,କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାରି ବ୍ରୁକଙ୍କ ଧମାକାଦାର ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକ ବ୍ରୁକଙ୍କ ବ୍ୟାଟରୁ ଆସିଛି। ଏହି ଇଂଲଣ୍ଡ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ୪ ଓ୍ବିକେଟ୍ ହରାଇ ୨୨୮ ରନ କରିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର