Browsing Category
ଆଜିର ଖବର
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଦନଗରରେ ଜନ୍ମ ନେଇଥିବା ମୋଦୀ ୭୬ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଭାବେ ବିଭିନ୍ନ ସେବା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ!-->…
ଆଜି ବିଶ୍ବକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି
ଆଜି ପବିତ୍ର ବିଶ୍ବକର୍ମା ପୂଜା । ବିଶ୍ବକର୍ମା ପୂଜା ଦିନ କାରଖାନା, ମିଲ୍, ଗ୍ୟାରେଜ୍, ଇଞ୍ଜିନିୟରିଂ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ଉତ୍ସବର ମାହୋଲ ଥାଏ । ଏହି ଦିନ ଶ୍ରମିକ ଓ କାରିଗରମାନେ ନିଜ ନିଜର ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ କମ୍ପ୍ୟୁଟର ଆଦିକୁ ସଫା କରି!-->…
ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କିଛି ଦିନ ପରେ ବିଜେପି ବିଧାୟକଙ୍କଠାରୁ ଜମି ଫେରି ପାଇଲେ ସହପାଠୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ବନ୍ଧୁ ୮୧-ବର୍ଷୀୟ ଅସଗର ଅଲ୍ଲୀ ଭୋରା ମହାରାଷ୍ଟ୍ରର ମୀରା ଭାୟନ୍ଦରରେ ତାଙ୍କ ବିବାଦୀୟ ଜମି ଫେରି ପାଇଛନ୍ତି। । ଭୋରା ସେପ୍ଟେମ୍ବର ୮ ତାରିଖରେ ବିଦ୍ୟାଳୟ ସହପାଠୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କ ବିବାଦୀୟ ଜମି ସମ୍ପର୍କରେ ସୂଚିତ!-->…
WPL : ଅକ୍ଟୋବର ୨୮ରେ ହେବ ନିଲାମ
ମହିଳା ପ୍ରିମିୟର ଲିଗ୍ର ଆଗାମୀ ସିଜନ୍କୁ ନେଇ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । WPL ସିଜନ୍-୫ର ଖେଳାଳି ନିଲାମୀ ଆସନ୍ତା ଅକ୍ଟୋବର ୨୮ ତାରିଖରେ କେରଳର କୋଚିରେ ଅନୁଷ୍ଠିତ ହେବ । ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ୫ଟି ଫ୍ରାଞ୍ଚାଇଜିକୁ ଔପଚାରିକ ଭାବେ ସୂଚନା!-->…
ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
lଛେଣ୍ଡିପଦା ବ୍ଲକ, Handigoda Grama ଠାରେ ବିଶ୍ୱ ଯୁବ କେନ୍ଦ୍ର ବାନିନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ଡରେନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଶିକ୍ଷକ, କିଶୋର, କିଶୋରି CRP,Aww,Asha,Wad member ଉପସ୍ଥିତ ଥିଲେ l ଶିଶୁ!-->…
ଗଣେଶ ଭାସାଣିରେ ଭାସିଗଲେ ୪ ଯୁବକ, ୩ ମୃତ, ଜଣଙ୍କୁ ଚାଲିଛି ଖୋଜା
ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର କାଣ୍ଡୁଆ ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ହଂସୁଆ ନଦୀରେ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସୁଶୀଲ ପଲେଇ, ମଞ୍ଜିତ ସ୍ୱାଇଁ, ରଶ୍ମିରଞ୍ଜନ ନାୟକ ଓ ସ୍ୱପ୍ନଜିତ ବାରିକ!-->…
ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା ହୁଏ । କିନ୍ତୁ ଚଳିତବର୍ଷ ସେପ୍ଟେମ୍ବରରେ ହୋଇପାରେ ବାତ୍ୟା
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗକୁ ଲଘୁଚାପର ରୂପ ନେବ। ଉତ୍ତର ଥାଇଲାଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା। ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଛି। ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର!-->…
ସୁଡାନରେ ଧସିଲା ସୁନା ଖଣି, ୬୦ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା
ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର!-->…
EPFରେ PF ଲିମିଟ୍ ବଢ଼ିଲା !୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ
କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍ ପାଇଁ ଲାଗୁଥିବା ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ!-->…
ବୀର ଯବାନ ଏବଂ ସେମାନଙ୍କ ପରିବାର କରିପାରିବେ ଆଜୀବନ ମାଗଣା ରେଳଯାତ୍ରା
Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ ।!-->…
ବିକ୍ରମ ପଣ୍ଡାଙ୍କ ଅଡୁଆ ବଢ଼ିଲା: ସାକ୍ଷୀଙ୍କୁ ଧମକ ଦେବା ନେଇ ମାମଲା ରୁଜୁ
ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଆଇନଗତ ଅସୁବିଧା। ସାକ୍ଷୀଙ୍କୁ ଧମକଚମକ ଦେବା ଅଭିଯୋଗରେ ସେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି।ଜେଲ ଭିତରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ!-->…
ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ ସଡ଼କ ଦୁର୍ଘଟଣା*
*କଳାହାଣ୍ଡି ଜିଲ୍ଲା ବିଜେପି ର ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ର ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ କାଲି ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ସଡ଼କ ଦୁର୍ଘଟଣା ଘଟି ଯାଇ ଅଛି । ସୂଚନା ରୁ ପ୍ରକାଶ ଯେ କାଲି ସକାଳୁ ଶ୍ରୀ ନାଗ ତାଙ୍କ ସଡୁ ଘରକୁ ଏକ ଦଶାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ!-->…