Browsing Category
ଆଜିର ଖବର
ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ ।!-->…
ଭାରତ-ପାକିସ୍ତାନ ନୌସେନା ଜାହାଜ ମୁହାଁମୁହିଁ
India and Pakistan Navies collide ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି!-->…
ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ
ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଚାଟସ୍ୱର୍ଥ ଅଞ୍ଚଳର ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଘଟିଛି ଏହି!-->…
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ମୃତକ ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର!-->…
ରାମକୃଷ୍ଣପୁର ରେ ସାର୍ବଜନୀନ ଗଣେଶ ମହୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ
ମାହାଙ୍ଗା ୧୫/୯(ଆପ୍ର )ଯେଉଁ ମାଟିରେ ଆମର ଜନ୍ମ, ସେହି ମାଟିର ବାସ୍ନା , ସ୍ମୃତି ଓ ସଂସ୍କୃତିକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିବା ହିଁ' ଆମର ପ୍ରକୃତ ଦାୟିତ୍ୱ।” ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ lଏହି ଭାବନାକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ!-->…
ଆଜିଠୁ ‘ସାଗର କବଚ-୨’ ସମରାଭ୍ୟାସ
ପାରାଦୀପରେ ଆରମ୍ଭ ହୋଇଛି ସାଗର କବଚ । ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇଥର ମିଳିତ ସମରାଭ୍ୟାସ ସାଗର କବଚ ଆୟୋଜନ ହେଉଛି । ଚଳିତ ବର୍ଷର ଦ୍ଵିତୀୟ!-->…
ଘରେ ଚାଲିଥିଲା ସେକ୍ସ୍ ରାକେଟ। ୨ ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ
ଅନୁଗୋଳରେ ସେକ୍ସ ରାକେଟ ଠାବ। ୨ ବାହାର ରାଜ୍ୟର ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ। ସମସ୍ତଙ୍କୁ ନେଇ ଜେରା କରୁଛି ପୋଲିସ । ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ାରେ କୁଞ୍ଜ ମୋହନ ସ୍ୱାଇଁ, ଇନିସପେକ୍ଟର ଅଫ୍ ପୁଲିସ, ରିଟାୟାର୍ଡ, ଲେଖା ଥିବା ଏକ ଘରେ ମୁହଁ ସଞ୍ଜ ବେଳେ ସେକ୍ସ!-->…
ଓରାଂଉଟାନ୍ ଉଦ୍ଧାର ଘଟଣା: ନନ୍ଦନକାନନରେ ବୈଷୟିକ କମିଟି
ଓରାଂଉଟାନ୍ ଉଦ୍ଧାର ଘଟଣାକୁ ନେଇ ନନ୍ଦନକାନନରେ ବୈଷୟିକ କମିଟିର ଅନୁଧ୍ୟାନ । ପିସିସିଏଫ୍ (ୱାଇଲ୍ଡଲାଇଫ୍), ଓଡ଼ିଶାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତପୋଷା ଓ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।ବନ୍ୟପ୍ରାଣୀ ଓ!-->…
ରାଜ୍ୟରେ ପୁଣି ସକ୍ରିୟ ମୌସୁମୀ , ୫ଦିନ ଧରି ଲାଗି ରହିବ ବର୍ଷା
ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ବୁଧବାରଠାରୁ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ବାଲେଶ୍ୱର,!-->…
ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
ଚିନ୍ତାଗ୍ରସ୍ତ ଥିବା ଓରାଙ୍ଗଉଟାନ୍ଙ୍କୁ ଜଙ୍ଗଲ ଭଳି ପରିବେଶରେ ରଖିବା ପାଇଁ ଚିନ୍ତା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରାକୃତିକ ବାତାବରଣରେ ଓରାଙ୍ଗଉଟାନ୍ ରହିବା ଦ୍ବାରା ସେମାନଙ୍କ ଚାପ ହ୍ରାସ ପାଇପାରେ ବୋଲି କଳନା କରାଯାଉଛି । କାଚ ଘରେ କ୍ବାରେଣ୍ଟାଇନ୍ରେ ଥିବା ପାଞ୍ଚ!-->…
ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା !ଭବିଷ୍ୟତ ଯୁଦ୍ଧର ନୂଆ ମଇଦାନ ହେବ କି ସ୍ପେସ୍?
ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା । ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ। ମହାକାଶରେ ଅସ୍ତ୍ର ମୁତୟନ କରିଥିବା ନେଇ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଆମେରିକା। ରୁଷିଆ ଓ ଚୀନ୍ର ବଢ଼ୁଥିବା ଅନ୍ତରିକ୍ଷ କ୍ଷମତାକୁ ଦୃଷ୍ଟିରେ ରଖି ଆମେରିକା ନିଜର ସ୍ପେସ୍!-->…
ପାରାଦୀପ,୨୬ଗଡରେ ବିକାଶର ମହାଯଜ୍ଞ – ଗୋଟିଏ ଦିନରେ ୭ଟି ପ୍ରକଳ୍ପର ଭୂମିପୂଜା ଓ ଉଦ୍ଘାଟନ
*ପାରାଦୀପ ୧୪/୯/*ପାରାଦୀପ ଗଡ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକାଶ ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ଦ୍ୱାରା ମାରାଥନ ଭୂମିପୂଜା ଓ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ପାରାଦୀପ ଗଡ ବିଜୁ!-->…