Browsing Category

ଆଜିର ଖବର

WPL : ଅକ୍ଟୋବର ୨୮ରେ ହେବ ନିଲାମ

ମହିଳା ପ୍ରିମିୟର ଲିଗ୍‌ର ଆଗାମୀ ସିଜନ୍‌କୁ ନେଇ ବଡ଼ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । WPL ସିଜନ୍‌-୫ର ଖେଳାଳି ନିଲାମୀ ଆସନ୍ତା ଅକ୍ଟୋବର ୨୮ ତାରିଖରେ କେରଳର କୋଚିରେ ଅନୁଷ୍ଠିତ ହେବ । ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ୫ଟି ଫ୍ରାଞ୍ଚାଇଜିକୁ ଔପଚାରିକ ଭାବେ ସୂଚନା

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

lଛେଣ୍ଡିପଦା ବ୍ଲକ, Handigoda Grama ଠାରେ ବିଶ୍ୱ ଯୁବ କେନ୍ଦ୍ର ବାନିନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ଡରେନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଶିକ୍ଷକ, କିଶୋର, କିଶୋରି CRP,Aww,Asha,Wad member ଉପସ୍ଥିତ ଥିଲେ l ଶିଶୁ

ଗଣେଶ ଭାସାଣିରେ  ଭାସିଗଲେ ୪ ଯୁବକ, ୩ ମୃତ, ଜଣଙ୍କୁ ଚାଲିଛି ଖୋଜା

ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର କାଣ୍ଡୁଆ ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ହଂସୁଆ ନଦୀରେ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସୁଶୀଲ ପଲେଇ, ମଞ୍ଜିତ ସ୍ୱାଇଁ, ରଶ୍ମିରଞ୍ଜନ ନାୟକ ଓ ସ୍ୱପ୍ନଜିତ ବାରିକ

ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା ହୁଏ । କିନ୍ତୁ ଚଳିତବର୍ଷ ସେପ୍ଟେମ୍ବରରେ ହୋଇପାରେ ବାତ୍ୟା

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗକୁ ଲଘୁଚାପର ରୂପ ନେବ। ଉତ୍ତର ଥାଇଲାଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା। ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଛି। ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର

ସୁଡାନରେ ଧସିଲା ସୁନା ଖଣି, ୬୦ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର

EPFରେ PF ଲିମିଟ୍ ବଢ଼ିଲା !୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ

କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ

 ବୀର ଯବାନ ଏବଂ ସେମାନଙ୍କ ପରିବାର କରିପାରିବେ ଆଜୀବନ ମାଗଣା ରେଳଯାତ୍ରା

Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ ।

ବିକ୍ରମ ପଣ୍ଡାଙ୍କ ଅଡୁଆ ବଢ଼ିଲା: ସାକ୍ଷୀଙ୍କୁ ଧମକ ଦେବା ନେଇ ମାମଲା ରୁଜୁ

ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଆଇନଗତ ଅସୁବିଧା। ସାକ୍ଷୀଙ୍କୁ ଧମକଚମକ ଦେବା ଅଭିଯୋଗରେ ସେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି।ଜେଲ ଭିତରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ

ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ ସଡ଼କ ଦୁର୍ଘଟଣା*

*କଳାହାଣ୍ଡି ଜିଲ୍ଲା ବିଜେପି ର ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ର ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ କାଲି ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ସଡ଼କ ଦୁର୍ଘଟଣା ଘଟି ଯାଇ ଅଛି । ସୂଚନା ରୁ ପ୍ରକାଶ ଯେ କାଲି ସକାଳୁ ଶ୍ରୀ ନାଗ ତାଙ୍କ ସଡୁ ଘରକୁ ଏକ ଦଶାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ

ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ ।

 ଭାରତ-ପାକିସ୍ତାନ ନୌସେନା ଜାହାଜ ମୁହାଁମୁହିଁ

India and Pakistan Navies collide ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି

ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଚାଟସ୍ୱର୍ଥ ଅଞ୍ଚଳର ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଘଟିଛି ଏହି