Browsing Category
ମନୋରଂଜନ
ବିବାହର ୫ ମାସ ପରେ ଭାଙ୍ଗିଲା ସଂପର୍କ, ବାଦଶାହ ଏବଂ ଈଶା ହେଲେ ଅଲଗା
ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି ।ବିବାହର ମାତ୍ର କିଛି ମାସ ପରେ ଏହି ଚର୍ଚ୍ଚିତ ଦମ୍ପତି ଅଲଗା ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ମତଭେଦ ଏବଂ ତିକ୍ତତାର ଖବର କିଛି ସମୟ ଧରି!-->…
ବଲିଉଡ୍ ଅଭିନେତା ଇମ୍ରାନ ହାସମୀ ‘H1N1’ ଆକ୍ରାନ୍ତ
ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀ ସ୍ୱାଇନ୍ ଫ୍ଲୁ (H1N1) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ନିକଟରେ ରାଞ୍ଚି ଗସ୍ତ ପରେ ତାଙ୍କର ଏହି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ଏବଂ ଆବଶ୍ୟକୀୟ!-->…
କ୍ରିତି ସାନନଙ୍କ ପୋଷାକକୁ ନେଇ ବିବାଦ : ରକ୍ଷାବନ୍ଧନ ବିଜ୍ଞାପନକୁ ହଟାଇଲା ‘ଜିଭା’ ଅଳଙ୍କାର ବ୍ରାଣ୍ଡ
ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା; ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପୋଷାକକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ।!-->…
ରାକ୍ଷୀ ବିଜ୍ଞାପନକୁ ନେଇ ବିବାଦ, କ୍ରିତି ସାନନଙ୍କୁ କଙ୍ଗନାଙ୍କ ଟାର୍ଗେଟ୍
ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ!-->…
ବଳାତ୍କାର ମାମଲାରେ ସୌରିନ୍ ଭଟ୍ଟଙ୍କ ବଢିଲା ଅଡୁଆ ; ରହିତାଦେଶ ହଟାଇଦେଲେ ହାଇକୋର୍ଟ
ବଳାତ୍କାର ଅଭିଯୋଗ ନେଇ ରୁଜୁ ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡ଼ୁଆ ବଢ଼ିଯାଇଛି । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍ ବିହୀନ ପରୱାନା( NBW) ଉପରେ!-->…
ହୋସ୍ ଉଡ଼ାଇଲେ ଅକ୍ଷୟ ଖନ୍ନା, ଫିଲ୍ମ ମହାକାଳୀର ପ୍ରଥମ ଝଲକ ଖତରନାକ
ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ‘Shukracharya's War Cry’ ଶୀର୍ଷକରେ ଆସିଥିବା ପ୍ରାୟ ୨ ମିନିଟ୍ ୫୩ ସେକେଣ୍ଡର!-->…
ଓଡ଼ିଆ ସଙ୍ଗୀତ ଜଗତରେ ଶୋକ, ଚିରନିଦ୍ରାରେ ପ୍ରଣବ ପଟ୍ଟନାୟକ
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ!-->…
ଟ୍ରୋଲର୍ ଙ୍କୁ ରାଜପାଲ୍ ଯାଦବଙ୍କ କଡ଼ା ଜବାବ: ‘ଗୋଟିଏ ମାମଲା ମୋ କ୍ୟାରିୟର୍ ନଷ୍ଟ କରିପାରିବ ନାହିଁ’
ରାଜପାଲ୍ ଯାଦବ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ହାସ୍ୟ ଅଭିନେତା । ସେ ହିନ୍ଦୀ ସିନେମାରେ ତାଙ୍କର ଅନନ୍ୟ ଅଭିନୟ ଏବଂ ହାସ୍ୟରସ ପାଇଁ ଖୁବ୍ ଲୋକପ୍ରିୟ । ଏବେ ସେ କିଛି ଆଇନଗତ ଓ ବ୍ୟକ୍ତିଗତ ମାମଲା (ଯେପରିକି ଚେକ୍ ବାଉନ୍ସ ସମସ୍ୟା) କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି |ନିକଟରେ ୫ କୋଟି!-->…
ଚର୍ଚ୍ଚାରେ ବିରାମ, ଗୋବିନ୍ଦା-ସୁନୀତାଙ୍କର ହେବନି ଛାଡ଼ପତ୍ର
ବଲିଉଡ୍ର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଖବର ଆସିବା ପରେ ଛାଡ଼ପତ୍ରକୁ ନେଇ ମଧ୍ୟ ଅନେକ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା!-->…
ଅମିତାଭ ବଚ୍ଚନଙ୍କ ପାଖରେ ପହଞ୍ଚିଲେ ବିଶ୍ୱର ସବୁଠୁ ଛୋଟ ଡାକ୍ତର
ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’ର ସିଜନ -୧୮ ନିକଟରେ ଆରମ୍ଭ ହୋଇଛି। ଉକ୍ତ ଶୋ’ର ଲାଟେଷ୍ଟ ଏପିସୋଡରେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ଡାକ୍ତର ଗଣେଷ ବରୈୟା ପହଞ୍ଚି ଥିଲେ। ଗୁଜରାଟର ଭାବନଗର ଜିଲ୍ଲାର ଗୋରଖି ଗାଁର ଗଣେଶ ବରୈୟା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ । ଛୋଟ କଦ!-->…
ଫୋନ୍ ନିଶା ପଡ଼ିଲା ମହଙ୍ଗା! ଅଭିନେତ୍ରୀଙ୍କ ହେଲା ଗଳା ଅପରେସନ୍
ମୋବାଇଲ୍ ଫୋନ୍ ଆଜି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ସମୟ ଫୋନ୍ ବ୍ୟବହାର କରିବା ଯେ କେତେ ଭୟଙ୍କର ହୋଇପାରେ, ତାହାର ଏକ ବଡ଼ ଉଦାହରଣ ପାଲଟିଛନ୍ତି ଅଭିନେତ୍ରୀ ଶକିଲା | ପୂର୍ବତନ ମଲୟାଲମ୍ ଅଭିନେତ୍ରୀ ଶକୀଲାଙ୍କୁ ଗଳାରେ ଅପରେସନ୍ କରାଇବାକୁ ପଡ଼ିଛି।!-->…
ଲୋପାମୁଦ୍ରା ରାଉତଙ୍କ ଘରେ ଚୋରି , ବିହାରରୁ ଧରାପଡ଼ିଲା ଅଭିଯୁକ୍ତ
ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷୀୟ ଚନ୍ଦନ କମଲେଶ ମୁଖିଆ ବୋଲି!-->…