Browsing Category
ମନୋରଂଜନ
ଆଜି ୫୩ତମ ଜନ୍ମଦିବସ ପାଳନ କଲେ ସୋନୁ ନିଗମ
ସୋନୁ ନିଗମଙ୍କ ଆଜି ୫୩ତମ ଜନ୍ମଦିବସ ପାଳନ କରୁଥିବାବେଳେ, ତାଙ୍କ ଜୀବନ ସଂଘର୍ଷ, ସଙ୍ଗୀତ ପ୍ରତି ସମର୍ପଣ ଏବଂ ସଫଳତାର କାହାଣୀ ଆଜି ମଧ୍ୟ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ।ସୋନୁ ନିଗମ ଭାରତର ସବୁଠାରୁ ସଫଳ ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ। ‘ଅଚ୍ଛା ସିଲା ଦିଆ’, ‘କଲ୍ ହୋ ନା!-->…
ରିଲିଜ୍ ହେଲା ‘ରାମାୟଣ’ ଟ୍ରେଲର
ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ 'ରାମାୟଣ'ର ଦମଦାର ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି 'ରାମାୟଣ'ର ପ୍ରଥମ ଟ୍ରେଲର୍ । ଫିଲ୍ମର ଜବରଦସ୍ତ ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି । ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ!-->…
୬୭ ବର୍ଷରେ ପାଦ ଦେଲେ ସଞ୍ଜୟ ଦତ୍ତ, ଭାବପ୍ରବଣ ପୋଷ୍ଟ ସେୟାର କଲେ ପୁଅ ଓ ଝିଅ
ବଲିଉଡ ଇଣ୍ଡଷ୍ଟ୍ରିର ଭିଲିଆନ୍ ସଞ୍ଜୟ ଦତ୍ତ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାମାନେ ତ୍ରିଶାଳା, ଇକ୍ରା ଏବଂ ଶାହରାନ୍ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବାପାଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ଫ୍ୟାନ୍ସ ଏବଂ!-->…
ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା, ଟିଭି କଳାକାରଙ୍କ ପାର୍ଟିରେ ଜମୁଛି ଡ୍ରଗ୍ସର ଆସର
ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ଏକ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ । ସେ ଟିଭି ଇଣ୍ଡଷ୍ଟ୍ରିର ପାର୍ଟି ସଂସ୍କୃତିକୁ ନେଇ କିଛି ଚମକପ୍ରଦ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଅନେକ ପାର୍ଟିରେ ଅବୈଧ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସେ ନିଜ ଆଖିରେ!-->…
ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତାଭ ବଚ୍ଚନ
ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ପରେ ଏକ ହୃଦୟସ୍ପର୍ଶୀ ଅପଡେଟ୍ ସେୟାର କରିଛନ୍ତି, ହସ୍ପିଟାଲରୁ ଘରକୁ ଫେରିବା ପରେ ସୁସ୍ଥ ହେବାର ଚ୍ୟାଲେଞ୍ଜ ବିଷୟରେ ପ୍ରକାଶ କରିଛନ୍ତି । ତାଙ୍କର ବର୍ତ୍ତମାନ ବ୍ଲଗରେ, ଅମିତାଭ ଲେଖିଛନ୍ତି, ".. ହସ୍ପିଟାଲରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ!-->…
ଆମିର ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଧମକ
ସଲମାନ ଖାନଙ୍କ ପରେ, ଆମିର ଖାନ ଏବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ପରିଣତ ହୋଇଛନ୍ତି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି।ଆମିର ଖାନଙ୍କୁ ମିଳିଥିବା ଧମକରେ!-->…
“ଶୀଘ୍ର ଅନଶନ ଶେଷ କରନ୍ତୁ” – ସୋନମ ୱାଙ୍ଗଚୁକଙ୍କୁ ଆମିର ଖାନଙ୍କ ବାର୍ତ୍ତା
ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ!-->…
ପ୍ରଥମ ଥର ପବିତ୍ର ରଥାଯାତ୍ରାରେ ସାମିଲ ହେବେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ
ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଓ ସାରା ରାଜ୍ୟ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଶ୍ରୀଜୀଉ । ଏପରି ସମୟରେ ବଲିଉଡ ପ୍ରସିଦ୍ଧ ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମ ରଥାଯାତ୍ରାରେ ସାମିଲ ହେବେ । ସେନେଇ ସେ ଗତକାଲି ଭୁବନେଶ୍ୱର ପହଞ୍ଚିଛନ୍ତି । ପବିତ୍ର!-->…
୭ ବର୍ଷ ପରେ ପରଦାକୁ କମବ୍ୟାକ୍ କରୁଛନ୍ତି ସୁପର ଷ୍ଟାର ଗୋବିନ୍ଦା
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ରୂପା’ ଏବଂ ‘ଦୁନିଆଦାରୀ’ ବିଷୟରେ ଘୋଷଣା କରିବା ସହ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ କହିଛନ୍ତି । ତେବେ ଏହି!-->…
ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ
ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ!-->…
ପ୍ରବଳ ବର୍ଷାକୁ ଖାତିର କଲେନି ଅମିତାଭଙ୍କ ଫ୍ୟାନ୍ସ, ଜଲସା ବାହାରେ ଭିଡ଼ ଦେଖି ଭାବୁକ ସୁପରଷ୍ଟାର ବିଗ ବି
ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି!-->…
ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟ ଆଉ ନାହାନ୍ତି
ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି!-->…