Browsing Category

ମନୋରଂଜନ

୭ ବର୍ଷ ପରେ ପରଦାକୁ କମବ୍ୟାକ୍ କରୁଛନ୍ତି ସୁପର ଷ୍ଟାର ଗୋବିନ୍ଦା

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ପ୍ରେସ୍‌ କନଫରେନ୍ସରେ ସେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ରୂପା’ ଏବଂ ‘ଦୁନିଆଦାରୀ’ ବିଷୟରେ ଘୋଷଣା କରିବା ସହ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ କହିଛନ୍ତି । ତେବେ ଏହି

 ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ

ଚେକ୍ ବାଉନ୍ସ ମାମଲାରେ ପୁଣି ଅଡ଼ୁଆରେ ଅଭିନେତା ରାଜପାଲ ଯାଦବ । ଅଭିନେତା ରାଜପାଲଙ୍କୁ ୩ ମାସ ଜେଲ ଯିବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଦଣ୍ତାଦେଶ କାଏମ ରଖିଛନ୍ତି । ଟଙ୍କା ଫେରସ୍ତ ପାଇଁ ଅଧିକ ସମୟ ଆବେଦନ ଖାରଜ କରିଥିଲେ । ପୁଣି ଜେଲ ଯିବେ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ

ପ୍ରବଳ ବର୍ଷାକୁ ଖାତିର କଲେନି ଅମିତାଭଙ୍କ ଫ୍ୟାନ୍ସ, ଜଲସା ବାହାରେ ଭିଡ଼ ଦେଖି ଭାବୁକ ସୁପରଷ୍ଟାର ବିଗ ବି

ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି

ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟ ଆଉ ନାହାନ୍ତି

ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି

୫୨ ବର୍ଷରେ ପାଦ ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ଆଜି ୫୨ ତମ ଜନ୍ମଦିନ । ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ

ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର

ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ

ସୁପ୍ରିମକୋର୍ଟରେ ଅନୁଭବ-ବର୍ଷା ବିବାଦ, ଅନୁଭବଙ୍କ ଆବେଦନ ଉପରେ ସରକାରଙ୍କୁ ନୋଟିସ୍

ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତିଙ୍କ ମାମଲା,ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅନୁଭବ। ଓଡ଼ିଶା ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ବିରୋଧରେ ଆଗତ ଏହି ସ୍ପେଶାଲ ଲିଭ୍ ପିଟିସନ ବା ଏସଏଲପି ମାମଲାର

‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା

ଟିଭି ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେ ହାରିଲେ ଜୀବନ । ୩୦ ବର୍ଷୀୟ ଅଭିନେତ୍ରୀ ମୁମ୍ବାଇ ସ୍ଥିତ ଅଚେଲେ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଟିଭି ଅଭିନେତ୍ରୀ ଜଣକ ଜୀବନ ହାରିଥିବା ଜଣାପଡିଛି । ଘରେ ଏକା ଥିବା

ବଟୱାରା ୧୯୪୭ ର ମୋଶନ ପୋଷ୍ଟର ରିଲିଜ୍, ମୁଖ୍ୟ ଭୂମିକାରେ ନଜର ଆସିବେ ସନ୍ନି

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ ଏବେ ‘ବଣ୍ଟୱାରା ୧୯୪୭’ ଦେଖିବାକୁ ପାଇବେ। ସନ୍ନି ଇନଷ୍ଟାଗ୍ରାମରେ ସିନେମାର ପ୍ରଥମ ଝଲକ ଶେୟାର କରିଛନ୍ତି।ଏହି ଫିଲ୍ମରେ

ଭୁବନେଶ୍ୱରରେ ପହଞ୍ଚିଲେ କଙ୍ଗନା ରାଣାୱତ୍

ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ସେ ସିଧାସଳଖ ଏକ ଘରୋଇ ହୋଟେଲକୁ ଯାଇଥିଲେ । ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ

୬୧ ବର୍ଷ ବୟସରେ ତୃତୀୟ ଥର ବର ସାଜିବେ ଆମିର

ତୃତୀୟ ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ଟ । ଦୀର୍ଘଦିନ ଧରି ଡେଟ୍ କରିବା ପରେ ଗୌରୀଙ୍କ ହାତ ଧରିବେ ଆମୀର ଖାନ୍ । ୬୧ ବର୍ଷୀୟ ଆମୀର ପୁଣିଥରେ ବର ହେବାକୁ ଥିବାବେଳେ ତାଙ୍କର କନ୍ୟା ସାଜିବେ ୪୬ ବର୍ଷୀୟ ଗୌରୀ । ଏହି ବିବାହ ହେଲେ ଆମୀର ନିଜ ଜୀବନରେ ତୃତୀୟ ବିବାହ କରିବେ ।ରିପୋର୍ଟ

ତାମିଲନାଡୁରେ ବିଜୟଙ୍କ ସଫଳତା ଦେଖି ମତେ ‘ଇର୍ଷା’ ହେଲା: ପବନ କଲ୍ୟାଣ

ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ