ନୂଆବର୍ଷରେ କଂଗ୍ରେସର ନୂଆ ମଙ୍ଗୁଆଳ**ଖୁବଶୀଘ୍ର ଆସିବ ଡାକରା,
*ଦିଲ୍ଲୀ ଦେଲା ଇସାରା**ନୂଆବର୍ଷର ପ୍ରଥମ ସପ୍ତାହରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂତନ ସଭାପତି**ଖୁବଶୀଘ୍ର ଓଡ଼ିଶା ନେତାଙ୍କୁ ଆଲୋଚନା ପାଇଁ ଦିଲ୍ଲୀରୁ ଆସିବ ଡାକରା**୨୬ ଓ ୨୭ରେ ହେବାକୁ ଥିବା ସିଡବ୍ଲ୍ୟସି ବୈଠକରେ ନିଆଯିବ ନିଷ୍ପତ୍ତି**ଚରଣ ଦାସ ମହନ୍ତ ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡଙ୍କୁ ଦେଇଛନ୍ତି ଚୂଡାନ୍ତ ରିପୋର୍ଟ ଏ ନେଇ ସୂଚନା ମିଳିଛି*
