ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପାଣସ୍ତ୍ର ଅଗ୍ନି – ୫

ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପାଣସ୍ତ୍ର ଅଗ୍ନି – ୫ । ଅବଦୁଲ କଲାମ ଦ୍ୱୀପରୁ ସଂଧ୍ୟା ୬ଟା ୩୦ରେ ଉତ୍‌କ୍ଷେପଣ ହେଲା । ଆଇସିବିଏମ୍ କାଟାଗୋରୀର ଦୂରଗାମୀ କ୍ଷେପଣାସ୍ତ୍ର ହେଉଛି ଅଗ୍ନି – ୫ । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି ।। ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି – ୫ । ଅଗ୍ନି – ୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ ଅଛି ।