*ଏକ ପେଡ ମା କେ ନାମ*
କଳାହାଣ୍ଡି, ଶେଖର ସୁମନ ଦାଶ (HR TV ଓଡ଼ିଆ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ । କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଏହି ପରିପେକ୍ଷୀ ଭାରତୀୟ ଜନତା ପାର୍ଟି ଲାଞ୍ଜିଗଡ ମଣ୍ଡଳ ଓ ବିଶ୍ୱନାଥ ପୁର ମଣ୍ଡଳ କାର୍ଯ୍ୟ କର୍ତ୍ତା ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ର ସର୍ଗିଏଜୁ ଗ୍ରାମରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ବୃକ୍ଷ ଲଗାଗଲା l

ବିଶ୍ୱନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ. ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାୟ. ପୂର୍ବତନ ଜିଲ୍ଲା ପ୍ରତିନିଧି ତ୍ରିନାଥ ପାତ୍ର ଲାଞ୍ଜିଗଡ ମଣ୍ଡଳ ପ୍ରତିନିଧି ଭାଗିରଥି ଧଂଙ୍ଗଡାମାଝୀ, ବିଶ୍ୱନାଥ ପୁର ନାରୀ ନେତ୍ରୀ ଭାନୁମତି ଘଡେଇ,ବରିଷ୍ଠ କାର୍ଯ୍ୟ କର୍ତ୍ତା ମିଲନ ମହାପlତ୍ର,ସଞ୍ଜୟ ଛତ୍ରିଆ, ଜୟନ୍ତ ଶିକା, ସୁଶାନ୍ତ ଗୌଡ଼, ସୁବାଷ ଅଗ୍ରୱାଲ ଏବଂ ସ୍ରମସ୍ତ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ l

