ଏହି ନାମ ର ଝିଅଙ୍କୁ ମିଳିଥାଏ ସ୍ୱର୍ଗ ର ସୁଖ

ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ସ୍ଵର୍ଗ ଭଳି ଶଶୁର ଘର ମିଳିଥାଏ । ଯେଉଁଠି ତାଙ୍କୁ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେମାନେ ବହୁତ ଖୁସିରେ ରୁହନ୍ତି । ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ ଯେ ଯେଉଁ ମଣିଷ ଭଲ ହୋଇଥାଏ ତାହ ସହିତ ଭଲ ହିଁ ହୁଏ । ଆଜି ଆମେ ଯେଉଁ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କର ହୃଦୟ ବହୁତ ଭଲ ଅଟେ । କୁହାଯାଏ କି ସେମାନେ ନିଜର ହୃଦୟରେ କାହା ପାଇଁ କିଛି ଖରାପ ଭାବନା ରଖନ୍ତି ନାହିଁ । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେଥିପାଇଁ ତାଙ୍କୁ ବହୁତ ଭଲ ଶଶୁରଘର ମିଳିଥାଏ । ଏହି ନାମର ଝିଅମାନଙ୍କୁ ଶାଶୁ ଶଶୁର ନିଜ ମୁଣ୍ଡରେ ବସାଇ ରଖିଥାନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ଏହି ନାମର ଝିଅମାନଙ୍କୁ ତାଙ୍କର ସ୍ଵାମୀମାନେ ବହୁତ ଭଲ ପାଆନ୍ତି ।

ଆପଣମାନେ କହି ପାରନ୍ତି କି ଏମାନଙ୍କର ଯୋଡି ସ୍ଵର୍ଗରୁ ହିଁ ହୋଇ ଆସିଛି ଓ ସେଥିପାଇଁ ତାଙ୍କୁ ଶଶୁରଘରେ ନିଜ ଘର ଠାରୁ ବି ଅଧିକ ଭଲ ପାଇବା ମିଳିଥାଏ ଏବଂ ସେମାନେ ସମସ୍ତଙ୍କର ବରାବର ଧ୍ୟାନ ରଖନ୍ତି । ଆପଣଙ୍କୁ କହିଦେଉଛୁ ଯେ ଏହି ଝିଅମାନଙ୍କୁ ଧୋକା ଦେବା ବିଲକୁଲ ପସନ୍ଦ ନୁହେଁ । ଏହି ଝିଅମାନଙ୍କର ସବୁଠୁ ବିଶେଷ କଥା ଅଟେ କି ଏମାନେ ସବୁବେଳେ ସତ୍ୟ ମାର୍ଗରେ ଚାଲିଥାନ୍ତି । ତେବେ ଚାଲନ୍ତୁ ଆପଣଙ୍କୁ କହିଦେଉଛୁ ଯେ ଏହି ଝିଅମାନଙ୍କ ବିଷୟରେ ଯେଉଁମାନେ ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ଝିଅମାନଙ୍କର ନାମ A, K ଏବଂ M ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନେ ନିଜର ଶଶୁରଘରେ ସବୁବେଳେ ଖୁସିରେ ରହିଥାନ୍ତି ।