କ°ଗ୍ରେସ ସ°ଗଠନକୁ ପୁରୀ ଜିଲ୍ଲାରେ ସୃଦୁଢ କରିବା ପାଇଁ ଗୁରୁମନ୍ତ୍ର ଦେଲେ କର୍ଣ୍ଣାଟକ ସାଂସଦ।
କ°ଗ୍ରେସ ସ°ଗଠନକୁ ପୁରୀ ଜିଲ୍ଲାରେ ସୃଦୁଢ କରିବା ପାଇଁ ଗୁରୁ ମନ୍ତ୍ର ଦେଲେ କର୍ଣ୍ଣାଟକ ସାଂସଦ। ସୂଚନା ମୁତାବକ ପୁରୀଜିଲ୍ଲା ର କାକଟପୁର, ଅସ୍ତରଙ୍ଗ, ନିମାପଡା, ଗୋପ ଓ କୋଣାର୍କ ର ଶତାଧିକ କ°ଗ୍ରେସ କର୍ମୀ ମାନଙ୍କୁ ନେଇ ଆଜି କୋଣାର୍କ ବସଷ୍ଟାଣ୍ଡ ମହାଲକ୍ଷ୍ମୀ ପାଲେସେ ଠାରେ ଆୟୋଜିତ ହୋଇଯାଇଛି। କର୍ଣ୍ଣାଟକ ର ସାଂସଦ ଜିସି ଚନ୍ଦ୍ରଶେଖର,ପୁରୀ ଜିଲ୍ଲାର ସମସ୍ତ କ°ଗ୍ରେସ କର୍ମୀ ମାନଙ୍କୁ ଆଗାମୀ ଦିନରେ କିପରି ଓଡିଶା ରେ କ°ଗ୍ରେସ ଆସିବ ଗୁରୁମତ୍ନ ଦେଇଥିଲେ। ଏହି ବୈଠକ ରେ କାକଟପୁର,ନିମାପଡ଼ା ର ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ସହ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ମନୁ ପଟ୍ଟନାୟକ ହଜାର ହଜାର କ°ଗ୍ରେସ କର୍ମୀ ଉପସ୍ଥିତ ଥିଲେ ଶେଷରେ ଶେଷରେ ଓଡିଶା ଯୁବ କ°ଗ୍ରେସ ରପୂର୍ବତନ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।କୋଣାର୍କ ରୁ ପ୍ରକାଶ କାଣ୍ଡି
