କନମିରା ସ୍ଥିତ କନକେଶ୍ୱର ଶିବ ମନ୍ଦିର


ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନେ ଭଗତପୁର ନିକଟସ୍ଥ ପାଞ୍ଚଭାୟା ପର୍ବତରେ ରହୁଥିବା ବେଳେ ଦ୍ରୌପଦୀ ପ୍ରତ୍ୟେହ ରାତ୍ରିର ୪ର୍ଥ ପ୍ରହରରେ ନିକଟସ୍ଥ କନକଗିରି ପାହାଡ଼ର ପାଦଦେଶରେ ଥିବା କନକେଶ୍ୱର୍ ଶିବ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ।

ଏହି କଥା ସାରଳା ଦାସ ଙ୍କ ମହାଭାରତରେ ବର୍ଣ୍ଣିତ ଅଛି ।ହଜାର ହଜାର ବର୍ଷପରେ ଏକ ମଶାଣି ର ମାଟିତଳୁ ଏବେ ୧୯୮୦ମସିହାରେ କାନକେଶ୍ଵର୍ ଶିବଲିଙ୍ଗ ଉଦ୍ଧାର କରାଯାଇ ପୂଜା କରା ଯାଉଛି ।ଏବେ ସେଠାରେ ମା କାଳୀ ,ରାଧାକୃଷ୍ଣ , ଶନିଦେବ ,ହନୁମାନ,ମା ତାରିଣୀ ଙ୍କ ମନ୍ଦିର କରାଯାଇ ପୂଜା କରାଯାଉଛି ।