କପିଳାସରେ ଲକ୍ଷାଧିକ ଶ୍ରଦ୍ଧାଳୁ ଜାଳିଲେ ଦୀପ , ଝଲସୁଛି ବାବା ଶ୍ରୀ ଚନ୍ଦ୍ରଶେଖର ଙ୍କ ପୀଠ

ଚଳିତ ବର୍ଷ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦିନ ତମାମ ଉପବାସ କରିବା ସହ ପରିବାରର ମଙ୍ଗଳ କାମନା କରି ବାବା ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ଜାଗର ଜାଳି ବାବାଙ୍କ ଆରାଧନାରେ ଭକ୍ତ ।