କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଉପାୟ ।

କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଲୁଣ, ତେଲମସଲା ଓ ଆମୀଷ ଖାଦ୍ୟ କମ୍‌ ଖାଆନ୍ତୁ । ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ପାଣିକୁ ଫୁଟାଇ ଛାଣି ପିଅନ୍ତୁ । କୀଟନାଶକ ବ୍ୟବହାରବେଳେ ସତର୍କତା ଅବଲମ୍ବନ କରନ୍ତୁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା