କୁଷ୍ଠ ରୋଗ ପ୍ରତି ଥିବା ହିନଚିନ୍ତାଧାରା ଓ ଏହାର ଲକ୍ଷଣ।

କୁଷ୍ଠ ରୋଗ କୁ ହାଂସେନ ରୋଗ କୁହାଯାଏ କାରଣ ଏହା ମୟିକବାକ୍ଟେରିଉମ ଲେପରେ ଦ୍ୱାରା ପବନ ରେ ବ୍ୟାପି ଥାଏ . କୁଷ୍ଠ ରୋଗ ବା କଢ ରୋଗ ଠିକ ହେଇପାରେ . ଏହା ସେ ସବୁ ବ୍ୟକ୍ତି ର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ . କି ତାକୁ ଠିକ ହବାରେ କେତେ ସମୟ ଲାଗିବ. ଆମ ସମାଜ ରେ ଲମ୍ବା ସମୟ ପର୍ଯ୍ୟନ୍ତ କୁଷ୍ଠ ରୋଗ କୁ ଅଭିଶାପ କିମ୍ବା ଭଗବାନ ଙ୍କ ଦ୍ୱାରା ଦିଆ ଯାଇଥିବା ଦଣ୍ଡ ରୂପରେ ମାନି ଥାନ୍ତି . . ଯଦି ଓ ସେହି କାଳ ରେ ଏମିତି ମାନୁ ଥାନ୍ତି କିନ୍ତୁ ଆଜି କା ସମୟ ରେ କୁଷ୍ଠ ରୋଗ ର ଜୀବନ ଶୈଳୀ ଆଉ ପୋଷଣ ର କମି ଦ୍ୱାରା ଜଡିତ ଏକ ଭୟଙ୍କର ସମସ୍ୟା. କୁଷ୍ଠ ରୋଗ ସେହି ଲୋକ ଉପରେ ଅଧିକ ପ୍ରଭାବ ପକେଇଥାନ୍ତି ଯାହା ଶରୀର ମଧ୍ୟ ରେ ପୋଷଣ ର କମି ଥାଏ.

କୁଷ୍ଠ ରୋଗ କୁ କିପରି ଜାଣିବା : କୁଷ୍ଠ ରୋଗ ଏକ ଏମିତି ରୋଗ ଅଟେ ଯିଏ କି ପବନ ଦ୍ୱାରା ବ୍ୟାପିଥାଏ . କୁଷ୍ଠ କୁ ହାଂସେନ ଙ୍କ ଡିଜିଜ କୁହ ଯାଏ . ଏହି ରୋଗ ବହୁତ ହିଁ ଅଳପ ପରିମାଣ ରେ ବ୍ୟାପୁଥିବା ବାକ୍ଟେରିଆ ଦ୍ୱାରା ଗ୍ରୋ ହଉଥିବା ବାକ୍ଟେରିଆ କାରଣ ରୁ ବ୍ୟାପି ଥାଏ. ଏଇଥିପାଇଁ ସମ୍ପୂର୍ଣ ଭାବରେ ଏହାର ଲକ୍ଷଣ ସାମ୍ନା କୁ ଆସିବାକୁ କେତେ ବେଳେ ବି ୪ ରୁ ୫ ବର୍ଷ ଲାଗିଯାଏ . ଯୋଉ ବାକ୍ଟେରିଆ କାରଣ ରୁ ଏହି ରୋଗ ବ୍ୟାପି ଥାଏ ତାହାକୁ ମାଇକବାକ୍ଟେରିଉମ ଲେପରେ କୁହାଯାଏ . ଏହି କାରଣ ରୁ ଏହି ରୋଗ ର ଇଂରାଜୀ ନାମ ଲେପରସି ରଖାଯାଇଛି . . କୁଷ୍ଠ ରୋଗ ଏମିତି ଏକ ରୋଗ ଯାହା ଉପରେ ଆଜିକା ଦୁନିଆ ରେ ଅଧିକ ରୁ ଅଧିକ ଦେଶ କଣ୍ଟ୍ରୋଲ କରି ପାରିଛି .

କିନ୍ତୁ କେନିଆ ଭଳି କିଛି ଦେଶ ରେ ଆଜି ବି କୁଷ୍ଠ ଭୟାବହ ସ୍ଥିତି ରେ ଅଛି . ଗୋଟେ ସମୟ ରେ ଏହା ଦୁନିଆ ର ସବୁଠୁ ଭୟଙ୍କର ରୋଗ ବୋଲି ବିବେଚିତ ହଉଥିଲା. କଇନ୍ତି ଏବେ ଏହି ଦିଗ ରେ ମେଡିକାଲ କେତେ ଗୁଡିଏ ସାବଧାନତା ପରଖୁଛନ୍ତି . କୁଷ୍ଠ ରୋଗ ଏମିତି ଏକ ରୋଗ ଯାହା କି ପବନ ରେ ଉପସ୍ଥିତ ବାକ୍ଟେରିଆ ଦ୍ୱାରା ବ୍ୟାପିଥାଏ . ପବନ ରେ ଉପସ୍ଥିତ ଏହି ବାକ୍ଟେରିଆ କୋୖଣସି ରୋଗ ଗ୍ରସ୍ତ ବ୍ୟକ୍ତି ଦ୍ୱାରା ହିଁ ଆସିଥାଏ . ଏଇଥି ପାଇଁ ଏହାକୁ ସଂକ୍ରାମକ ରୋଗ ବି କୁହାଯାଏ . ସଂକ୍ରାମକ ରୋଗ ଯେମିତି କି ନିଶ୍ୱାସ ଦ୍ୱାରା ବ୍ୟାପିଥାଏ .

କିନ୍ତୁ ଏହା ଛୁଇଁବା ରୋଗ ବିଲକୁଲ ବି ନୁହଁ . ଯଦି ବି ଆପଣ ଏହି ରୋଗ ରେ ଗ୍ରାସିତ ବ୍ୟକ୍ତି କୁ ଛୁଇଁବି ନିଅନ୍ତି କିମ୍ବା ହାତ ମିଳନ୍ତି ତେବେ ଏହି ରୋଗ ଆପଣ ଙ୍କୁ ହବନାହିଁ . କିନ୍ତୁ ଯଦି ସେ ଖାଆସନ୍ତି କିମ୍ବା ଛୀଂକାନ୍ତି ତେବେ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଛି କାରଣ ଏହା ପବନ ରେ ଉପସ୍ଥିତ କଣିକା ସହ ଟ୍ୟୁନିଙ୍ଗ କରି ନିଜ କୁ ଡେଭେଲପ କରିଥାଏ ଆଉ ଆପଣ ସେହି ପବନ ରେ ନିଶ୍ୱାସ ନେଇ ସେହି କଣିକା ଗୁଡିକୁ ନିଜ ଭିତରେ ନେଇଯାନ୍ତି ତ ଏହିପରି ଭାବେ ଆପଣ ଏହି ରୋଗ ଦ୍ୱାରା ସଂକ୍ରମିତ ହେଇଥାନ୍ତି .

ଛୁଇଁବା ଏବଂ ସଂକ୍ରାମକ ଭିତରେ ଫରକ :ସେମିତି ତ ସାଧାରଣ ଭାବରେ ସଂକ୍ରାମକ କିମ୍ବା ଇନଫେକ୍ସନ ଆଉ ଛୁଇଁବା ରୋଗ କୁ ଗୋଟେ ଭଳି ରୋଗ ହିଁ ମାନି ଥାନ୍ତି . କିନ୍ତୁ ଏହିଥିରେ ଯେଉଁ ଅନ୍ତର ଥାଏ ସେ ଏହା କୁ ସଂକ୍ରାମକ ରୋଗ ଶ୍ୱାସ ଆଉ ପବନ ଦ୍ୱାରା ବ୍ୟାପିଥାଏ . ଏହା କି ଯେମିତି ଛୁଇଁବା ରୋଗ ଶ୍ୱାସ ଆଉ ପବନ ଦ୍ୱାରା ବ୍ୟାପି ଥାଏ . ସେହି ଭଳି ଭାବେ ଛୁଇଁବା ରୋଗ ପରସ୍ପର କୁ ଛୁଇଁବା କିମ୍ବା ପରସ୍ପର ଙ୍କର ବ୍ୟବହାର କରିଥିବା ଜିନିଷ ଦ୍ୱାରା ଭାପିଥାଏ . କିନ୍ତୁ କିଛି ରୋଗ ଏଭଳି ବି ଥାଏ କି ଯିଏ କି ଦୁଇ ଉପାୟ ରେ ବ୍ୟାପିଥାଏ. ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଲେ ରୋଗ ଗ୍ରସ୍ତ କରୁଥିବା ବାକ୍ଟେରିଆ ସେହି ଜିନିଷ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥାନ୍ତି . ଯାହାକୁ କି ସ୍ୱାସ୍ଥ୍ୟ ବ୍ୟକ୍ତି ନିଜ ବ୍ୟବହାର ରେ ନେଇଥାଏ . କୁଷ୍ଠ ରୋଗ ଏମିତି ଏକ ରୋଗ ଯାହା ଦ୍ୱାରା କି ଆମ ଶରୀର ରେ ଧଳା ଦାଗ ପଡିବା ଆରମ୍ଭ ହେଇଯାଏ . ସେଗୁଡିକ ରେ କୌଣସି ସମ୍ବେଦନ ଶିଳା ନଥାଏ . ଯଦି ଆମେ ଏକ ଏହା ଉପରେ ତୀକ୍ଷ୍ମ ବସ୍ତୁ ରଖିବା । ଲେଖିକା:ସରିତା ନାୟକ