କେବେ ପ୍ରେମରେ ବିଫଳ ହେବେ ନାହିଁ |ଏହି ନିୟମ ପାଳନ କରନ୍ତୁ

କେତେଜଣ ଲୋକ ନିଜ ପ୍ରେମରେ ବିଫଳ ହୋଇଯାନ୍ତି ତ ଅନ୍ୟ କେତେଜଣ ସଫଳ ମଧ୍ୟ ହୋଇଥାନ୍ତି । ବିଫଳ ହେବା ପରେ ଅଧିକାଂଶ ଲୋକେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥାନ୍ତି| ତେବେ ପ୍ରେମ କରିବା ପୂର୍ବରୁ କାହାର ମନ ଜିତିବା ଶିଖନ୍ତୁ ପ୍ରଥମେ ଯାହାକୁ ଭଲ ପାଉଛନ୍ତି ତାଙ୍କ ପାଇଁ ବଞ୍ଚିବା ଆରମ୍ଭ କରନ୍ତୁ । ଅଧିକାଂଶ ମଣିଷ ନିଜ ପାଇଁ ବଞ୍ଚିଥାନ୍ତି । ହେଲେ ଏମିତି ମଧ୍ୟ ବହୁତ ମହାନ ମଣିଷ ଅଛନ୍ତି ଯେଉଁ ମାନେ ଅନ୍ୟ ମାନଙ୍କ ପାଇଁ ବା ଦେଶ ପାଇଁ ବଞ୍ଚିଥାନ୍ତି ।ଏହି ଲୋକମାନଙ୍କୁ ସମସ୍ତେ ମନେ ରଖିଥାନ୍ତି । ଏହି ପରି ଆପଣ ଯାହାଙ୍କ ପାଇଁ ବଞ୍ଚିବେ ସେ ମଧ୍ୟ ଆପଣଙ୍କୁ ନିଜ ଜୀବନରେ କେବେ ହେଲେ ଭୁଲିବ ନାହିଁ ଓ ସେ ଆପଣଙ୍କୁ କେବେ ହେଲେ ହରେଇବ ନାହିଁ । ତେଣୁ ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ପାଇଁ ବଞ୍ଚିକି ଦେଖନ୍ତୁ । ନିଜ ପାର୍ଟନର ସହ ମଝବୁତ ସମ୍ପର୍କ ରଖନ୍ତୁ ଯାହାକୁ କେହି ଭାଙ୍ଗି ନ ପାରିବେ । ମଝବୁତ ସମ୍ପର୍କ ପାଇଁ ଆପଣ ପରସ୍ପର ସହ ସ୍ଵାମୀ ସ୍ତ୍ରୀ ପରି କଥା ହୋଇପାରିବେ ଓ ମନ ମଧ୍ୟରେ କୌଣସି କଥାକୁ ଲୁଚାଇ ରଖିବେ ନାହିଁ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ବହୁତ ମଝବୁତ ହୋଇଯିବ । ଯେତେ ଅଧିକ ଆପଣ ନିଜ ସମ୍ପର୍କକୁ ମଝବୁତ ରଖିବେ ସାମ୍ନା ବାଲା ଆପଣଙ୍କ ବିନା ବଞ୍ଚି ପାରିବ ନାହିଁ । ସେଥିପାଇଁ ଆଜି ଠାରୁ ନିଜ ସମ୍ପର୍କ ମଝବୁତ ରଖନ୍ତୁ, ଦେଖିବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଭୁଲି ପାରିବେ ନାହିଁ ଓ ଆପଣଙ୍କ ବିନା ବଞ୍ଚିପାରିବେ ନାହିଁ । କେବେହେଲେ ଭୁଲ ସେ ନିଜ ପାର୍ଟନରକୁ ମିଛ କିମ୍ବା ଷ୍ଟାଣ୍ଡାର୍ଡଲେସ କଥା କହିବେ ନାହିଁ । ଯଦି ଆପଣ ନିଜ ପାର୍ଟନରକୁ ଥରେ ଫୋନ କରୁଛନ୍ତି ହେଲେ ସେ ଆପଣଙ୍କ ଫୋନକୁ ଉଠାଉ ନାହାନ୍ତି ତାହାଲେ ଦ୍ଵିତୀୟ ଥର ଫୋନ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ପାର୍ଟନରଙ୍କ ସାମ୍ନାରେ ଆପଣଙ୍କ ଷ୍ଟାଣ୍ଡାର୍ଡ ଉପରେ ରହିବ ।

ଯାହା ଫଳରେ ସେ ଆପଣଙ୍କୁ ବହୁତ ଭଲ ପାଇବେ । ବାରମ୍ବାର ଫୋନ କରିବା ବା ପଛରେ ପଡିବା ଦ୍ଵାରା ଆପଣଙ୍କ ଷ୍ଟାଣ୍ଡାର୍ଡ ତଳକୁ ଖସିପାରେ । ଏହି କିଛି ନିୟମ ନିଜ ପ୍ରେମ ଜୀବନକୁ ମଝବୁତ କରିବାରେ ସାହାର୍ଯ୍ୟ କରିବ । ଦେଖିବେ ଆପଣଙ୍କ ପାର୍ଟନର ନିଶ୍ଚୟ ଆପଣଙ୍କ ବିନା ବଞ୍ଚି ପାରିବେ ନାହିଁ ।