ଗୌଡ଼ନୂଆଗାଁ ନିକଟ ଆମ୍ବ ତୋଟା ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଖୋର୍ଦ୍ଧା- ଗୌଡ଼ନୂଆଗାଁ ନିକଟ ଆମ୍ବ ତୋଟା ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକ ଜଣକ ଗେଡ଼ିଆପଲ୍ଲୀ ଶାମୁକା ପାଟଣା ଗ୍ରାମ ର ଶିବ ପ୍ରସାଦ ବେହେରା ।

ପାରିବାରିକ କଳହ ରୁ ମାନସିକ ଚାପ ରେ ରହି ଗଛ ରସି ଲଗାଇ ଝୁଲିପଡିଥିବା ସୂଚନା। ଧଳାପଥର ଫାଣ୍ଡି ପୋଲିସ ପହଂଚି କରୁଛି ତଦନ୍ତ।
