ଘରେ ରୋଷେଇ କରୁଥିବା ବେଳେ ସଞ୍ଜୁ ଭୋଇଙ୍କୁ ନାଗସାପ କାମୁଡି ଦେବା ସୂଚନା, ଗୋପ ମେଡିକାଲରେ ଚିକିତ୍ସାତ।
କୋଣାର୍କ:-31/10/2025 ପୁରୀ ଜିଲ୍ଲା ଗୋପ ବ୍ଳକ ବେଦପୁର ପଞ୍ଚାୟତ ବେଗୁନିଆ ଗାଁରେ ରୋଷେଇ କରୁଥିବା ବେଳେ ସଞ୍ଜୁ ଭୋଇଙ୍କୁ ଗ୍ୟାସ ଚୁତାତଳେଥିବା ନାଗସାପ କାମୁଡି ଦେବା ପରେ ସଞ୍ଜୁ ଅଚେତ ହୋଇ ପଡିଥିଲେ।

ତୁରନ୍ତ ତାଙ୍କ ସ୍ବାମୀ ଦେଖି ଗାଁ ଲୋକଙ୍କୁ ଡାକି ଗୋପ ମେଡିକାଲ ଆଣିଥିଲେ। ସେଠାରେ ଚିକିତ୍ସା ପରେ ଏବେ ସୁସ୍ଥ ଭଲଥିବା ସୂଚନା ରହିଛି।ଏବେବି ଘର ଭିତରେ ନାଗସାପ ରହିଛି। ଅଧିକ ଚିକିତ୍ସା ପାଇଁ ଭୂବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି। ସଞ୍ଜୁ ଭୋଇ। କୋଣାର୍କ ରୁ ପ୍ରକାଶ କାଣ୍ଡି।

 
			