ଚକିଆ ଗାଡି ଧକାରେ କରଡ଼ା ଖମନ ଗ୍ରାମ ର ବିରଞ୍ଚି କୁମାର ପ୍ରଧାନ ଙ୍କ ଘଟଣା ସ୍ଥଳ ରେ ମୂର୍ତ୍ତ
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କିଲ ପଂଚାୟତ କରଡ଼ାଖମନ ଗ୍ରାମର ବିରଞ୍ଚି କୁମାର ପ୍ରଧାନ ଖମାର କାପିଟାଲ ମାର୍କେଟ ରେ ନାଇଟ ମ୍ୟାନ ଭାବରେ କାମ କରନ୍ତି ସେ ଆଜି ଡିଉଟି କରିବା ପାଇଁ ଆସୁଥଲେ ଖମାର ମାର୍କେଟ ରେ ଠିଆ ହୋଇ ଥିବା ବେଳେ ପାଲଲହଡା ପଟୁ ଆଇରନ ବୋଝେଇ od09ac8010ଷୋହଲ ଚକିଆ ଗାଡି ପଛ ପଟୁ ଧକ୍କା ଦେଇ 100ମିଟର ପଯ୍ୟନ୍ତ ଘୋଷାଡ଼ି ଆଣି ଥିଲା ଘଟଣା ସ୍ଥଳରେ ମୁର୍ତ୍ତୁ ହୋଇଥିଲା ଖମାର ପୋଲିସ ଘଟଣା ସ୍ଥଳ ରେ ପହଂଚି ଗାଡି ଜବତ କରି ଛନ୍ତି,ଘଟଣା ସ୍ଥଳରେ ବହୁତ ସମୟ ଧରି ଗାଡି ଚଳାଚଳ ରେ ବାଧା ସୁଷ୍ଟି ହୋଇଥିଲା
