ଜାନୁଆରୀ ମାସରେ ଜାଣନ୍ତୁ କେବେ କେବେ ଛୁଟି ରହିବ ବ୍ୟାଙ୍କ ?
ଜାନୁଆରୀ ୨୦୨୬ରେ କେତେ ଦିନ ବନ୍ଦ ରହିବ ଓ ବ୍ୟାଙ୍କ ଖୋଲିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏନେଇ ଛୁଟି କ୍ୟାଲେଣ୍ଡର ଜାରି କରିଛି ।ଜାନୁଆରୀ ମାସରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ସ୍ଥାନୀୟ ଓ ଜାତୀୟ ପର୍ବ ସହ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ପୂର୍ବଭଳି ବନ୍ଦ ରହିବ ।
ଜାନୁଆରୀରେ କେବେ କେବେ ବ୍ୟାଙ୍କ ବନ୍ଦ ?
ଜାନୁଆରୀ ୧- ନବବର୍ଷ/ଗଣ-ନାଗି (ମିଜୋରାମ, ମଣିପୁର, ନାଗଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ପଶ୍ଚିମବଙ୍ଗ)
ଜାନୁଆରୀ ୨- ନୂଆ ବର୍ଷ/ମନ୍ନମ ଜୟନ୍ତୀ (କେରଳ, ମିଜୋରାମ)
ଜାନୁଆରୀ ୩- ହଜରତ ଅଲୀଙ୍କ ଜୟନ୍ତୀ (ଉତ୍ତରପ୍ରଦେଶ)
ଜାନୁଆରୀ ୧୦- ଦ୍ଵିତୀୟ ଶନିବାର
ଜାନୁଆରୀ ୧୨- ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ (ପଶ୍ଚିମବଙ୍ଗ)
ଜାନୁଆରୀ ୧୪- ମକର ସଂକ୍ରାନ୍ତି/ମାଘ ବିହୁ (ଆସାମ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଗୁଜରାଟ)
ଜାନୁଆରୀ ୧୫- ଉତ୍ତରାୟାଣ/ପୋଙ୍ଗଲ/ମାଘ ସଂକ୍ରାନ୍ତି/ମକର ସଂକ୍ରାନ୍ତି (ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା)
ଜାନୁଆରୀ ୧୬- ଥିରୁଭଲ୍ଲୁଭର ଦିବସ (ତାମିଲନାଡ଼ୁ)
ଜାନୁଆରୀ ୧୭- ଉଜହବର ଥିରୁନାଲ (ତାମିଲନାଡ଼ୁ)
ଜାନୁଆରୀ ୨୩- ନେତାଜୀ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀ/ସରସ୍ଵତୀ ପୂଜା (ଶ୍ରୀପଞ୍ଚମୀ)/ବୀର ସୁରେନ୍ଦ୍ର ସାଏ ଜୟନ୍ତୀ/ବସନ୍ତ ପଞ୍ଚମୀ (ପଶ୍ଚିମବଙ୍ଗ, ଓଡ଼ିଶା, ତ୍ରିପୁରା)
ଜାନୁଆରୀ ୨୪- ଚତୁର୍ଥ ଶନିବାର
ଜାନୁଆରୀ ୨୬- ସ୍ଵାଧୀନତା ଦିବସ
ଜାନୁଆରୀ ୪, ୧୧, ୧୮, ୨୫- ରବିବାର
