ନକଲି ଅଡିଟର ସାଜି ଜେଲ ଗଲେ ନକଲି ଅଡିଟ ଅଫିସର

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ କାଉଗୁଡା ଗାଁ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଗତ ଶୁକ୍ରବାର ଦିନ ଦୁଇ ଜଣ ନକଲି ଅଡିଟର ହିସାବ ରେ ଆସି ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲ କାଗଜ ପତ୍ର ଦେଖାଇବା ପାଇଁ କହି ଧମକ ଚମକ କରୁ ଥିବା ବେଳେ ତାଙ୍କ ଉପରେ ସନ୍ଦେହ କରି ସ୍କୁଲ ର ଶୁକ୍ଷକ ବିବେକାନନ୍ଦ ମହାପାତ୍ର ସେ ମାନଙ୍କ ନା ରେ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିବା ଫଳରେ ଆଜି ସୁଧୀର ହରିଜନ ନାମକ ଯୁବକ କୁ କୋର୍ଟ ଚାଲାଣ କରା ଯାଇ ଛି l

You might also like