ପିପିଲି ମଙ୍ଗଳପୁର ପଂଚାୟତ ମୁର୍ଦ୍ଧିନିପୁର ଗାଁ ର ହିମାଂଶୁ ଭୁଷଣ ପ୍ରଧାନ ଓରଫ

ପିପିଲି ମଙ୍ଗଳପୁର ପଂଚାୟତ ମୁର୍ଦ୍ଧିନିପୁର ଗାଁ ର ହିମାଂଶୁ ଭୁଷଣ ପ୍ରଧାନ ଓରଫ ବବୁଲ ୧୦ମ ଶ୍ରେଣୀର ଛାତ୍ର ।ପିପିଲିକୁ ଟିଉସନ ଆସି ଆଉ ଘରକୁ ଫେରିନି ।ଏକ ଅଟୋ ଯୋଗେ ପିପିଲି ରୁ ଆସିଥିବା ସୁଚନା।ପିଲା ଟିକୁ ବହୁ ଖୋଜା ଖୋଜି କଲା ପରେ ବି ତାର କୌଣସି ପତ୍ତା ମିଳୁନି ଦୟାକରି ପିଲା ଟିକୁ ପାଇଲେ ଏହି ନମ୍ବର 9337396799 ନଚେତ ପିପିଲି ଥାନା ୯୪୩୭୨୨୬୮୫୦ ନମ୍ବର କୁ ଯୋଗାଯୋଗ କରିବାକୁ ଅନୁରୋଧ

You might also like