ପାନୀୟ ଜଳ ସମସ୍ୟା।
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କାଣ୍ଡଗୋଦା ପଞ୍ଚାୟତ ପଲ୍ଲୀ ଗ୍ରାମରେ ପାନୀୟ ଜଳ ସମସ୍ୟା। ୨୦୦୦ଗ୍ରାମ ବାସୀଙ୍କୁ ମାତ୍ର ଗୋଟିଏ ନଳକୂପ ,ଡେଲାଙ୍ଗ ରୁ ବ୍ରହ୍ମଗିରି ଯିବାର ମୁଖ୍ୟ ରାସ୍ତାରେ ଲୋକ ମାନେ ପାଣି ପାଇଁ ବହୁତ୍ ହଇରାଣ ହେଉଛନ୍ତି, ଗାଁ ଭିତରକୁ କଣ ପାଇଁ ପାଇପର ବ୍ୟବସ୍ଥା କରାଯାଉନାହିଁ ,ଯେଉଁ ପୋଖରୀ ରେ ଲୋକମାନେ ଗାଧୋଉଛନ୍ତି ସେଇ ପାଣି ଆଣି ରୋଷେଇ କରୁଛନ୍ତି କେତେ ଦୁଃଖ ଏବଂ ପରିତାପର ବିଷୟ ।

ତୁରନ୍ତ ଏହି ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ।ମନୋଜ କୁମାର ବଳୀୟାରସିଂ,ପୁରୀ
