ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣା

ପାଲଲହଡା ପୂର୍ଵ ତନ ବିଧାୟକ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଟୁଳ ଗେଟ ଠାରେ ପାଞ୍ଚ ଦଫା ନେଇ ଧାରଣାଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ରେ ଥିବା ଟୋଲ ଗେଟ ରେ ପାଲଲହଡା ର ପୂର୍ବ ତନ ବିଜେଡି ବିଧାୟକ ଶ୍ରୀ ମୁକେଶ କୁମାର ପାଳ ଙ୍କ ଦ୍ୱାରା ଦିନ 10ଟାରୁ ଟୋଲ ଗେଟ ସାମ୍ନାରେ ବିକ୍ଷୋଭ କରିଥିଲେ , ପାଲଲହଡା ବିଜେଡି ସଭାପତିରଂଜିତ କୁମାର ବିଶ୍ୱାଳ ଦ୍ୱାରା ଶତା ତୀକ ବିଜେଡି କର୍ମୀ ଉପସ୍ଥିତ ହୋଇ ଥିଲେ,