ପିପିଲି: ପିସିଆର୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଲା କାର୍‌

ପିସିଆର୍‌ ରେ ଥିବା ୩ ପୁଲିସ କର୍ମଚାରୀ ଆହତ- ସାତଶଙ୍ଖ ଫାଣ୍ଡି ବ୍ରିଜ ନିକଟରେ ଦୁର୍ଘଟଣା- ମଦ ପିଇ ଗାଡ଼ିଚାଳନାରୁ ଦୁର୍ଘଟଣା ହୋଇଥିବା ସୂଚନା- କାର୍‌ରେ ଥିବା ୪ ଜଣଙ୍କୁ ଅଟକ ରଖିଛି ପୁଲିସ