ପୁରୀ ସେଣ୍ଟ ଜନ ଆମ୍ବୁଲାନ୍ସ ତରଫରୁ ସ୍ବର୍ଗତ ପ୍ରଶାନ୍ତ କୁମାର ବାରିକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ।

*ପୁରୀ ସେଣ୍ଟ ଜନ ଆମ୍ବୁଲାନ୍ସ ତରଫରୁ ସ୍ବର୍ଗତ ପ୍ରଶାନ୍ତ କୁମାର ବାରିକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ।ସ୍ବର୍ଗତ ପ୍ରଶାନ୍ତ କୁମାର ବାରିକ, ଡେପୁଟି କମିଶନର, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ବ୍ରିଗେଡରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଓ ଶୋକ ସଭା ଏବଂ ନିରବ ପାର୍ଥନା ପୁରୀ ଗାନ୍ଧୀ ପାର୍କରେ ପାଳିତ ହୋଇଯାଇଛି lଜଗନ୍ନାଥ୍ ଧାମ ଆମ୍ବୁଲାନ୍ସ ଡ଼ିଭିଜନ ଏସ.ଯେ.ଏ(sja) ପୁରୀ ତରଫରୁ ଡ଼ିଭିଜନାଲ କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ, ବ୍ରିଗେଡ ନିରଂଜନ ମହାପାତ୍ର, ବିମଲ୍ ଲୋଚନ ମହାନ୍ତି, ଅଜୟ କୃଷ୍ଣ ଦାସ, ଅଜୟ କୁମାର ପ୍ରଧାନ, ଗାୟତ୍ରି ଦାସ, ପ୍ରାଣ କୃଷ୍ଣ ନନ୍ଦ,ଅଜିତ କୁମାର ସାହୁ, ଯଯାତୀ କେଶରୀ ନାୟକ ଯୋଗଦାନ କରିଥିଲେ l*

You might also like