ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ପହଞ୍ଚିଲା ରଥକାଠ।


ପୁରୀ: ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍‌ ରଥକାଠ ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଓ ୨୨ ଖଣ୍ଡ ଅସନ କାଠ ପହଞ୍ଚିଲା।
ବୌଦ୍ଧ କଣ୍ଟାମାଳରୁ ଆସି ପୁରୀ ରେ ପହଞ୍ଚିଲା ରଥକାଠ।

You might also like