ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲା! ହାଇକୋର୍ଟରୁ ଦୁଇ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନା
ବାଲେଶ୍ବର FM ପୀଡିତା ଆତ୍ମାହୁତି ମାମଲା । ହାଇକୋର୍ଟରୁ ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକଙ୍କୁ ଜାମିନ ମିଳିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି । ଚାର୍ଜସିଟ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ।
